Odisha Link
Bridging the Missing Links in Odisha
Browsing Tag

SUPERME COURT

ଚିଦାମ୍ବରମଙ୍କୁ ୧୫ ଯାଏ ଜାମିନ ମିଳିବ…

ନୂଆଦିଲ୍ଲୀ: କହିବାକୁ ଗଲେ ନିରାଶାର ନୂଆ ନାମ ପି.ଚିଦାମ୍ବରମ। କାରଣ ଆଜି ପୁଣିଥରେ ନିରାଶ ହୋଇଛନ୍ତି ପି.ଚିଦାମ୍ବରମ। ଦଶହରା ପୂର୍ବରୁ ତିହାର ଜେଲରୁ ମୁକୁଳିବା ପାଇଁ ଲକ୍ଷ୍ୟ ରଖିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଆଜି ନିରାଶ ହେବାକୁ ପଡ଼ିଛି। ସେ ଜରୁରୀ ଜାମିନ୍‌ ଶୁଣାଣି ପାଇଁ…

ଅଯୋଧ୍ୟା ଜମି ବିବାଦ ମାମଲା: ଅକ୍ଟୋବର…

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅଯୋଧ୍ୟା ଜମି ବିବାଦ ମାମଲାରେ ପୁଣି ଥରେ ଯୋର ଦେଇଛନ୍ତି। ଜମି ବିବାଦର ୩୨ତମ ଶୁଣାଣି ସମୟରେ ଶ୍ରୀ ଗଗୋଇ କହିଛନ୍ତି ଯେ, ଅକ୍ଟୋବର ୧୮ ତାରିଖ ସୁଦ୍ଧା ଏହି ମାମଲାର ଯୁକ୍ତିତର୍କ ଶେଷ ହେବା ଉଚିତ। ଯଦି ଚାରି ସପ୍ତାହ ମଧ୍ୟରେ ରାୟ ଶୁଣାଯାଏ…

ସୁପ୍ରିମକୋଟରେ ଶପଥ ନେଲେ ୪ ନୂଆ…

ନୂଆଦିଲ୍ଲୀ: ଆଜି ୪ଜଣ ନୂଆ ବିଚାରପତି ସୁପ୍ରିମକୋର୍ଟରେ ଶପଥ ଗ୍ରହଣ କଲେ। ପୂର୍ବରୁ ଏହି ୪ ଜଣ ବିଚାରପତି ହାଇକୋର୍ଟରେ ନିୟୋଜିତ ଥିଲେ। ୪ ଜଣ ନୂଆ ବିଚାରପତି ସହ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏହି ବିଚାରପତିଙ୍କ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ…

ମାସକରେ ସରିବ ଅଯୋଧ୍ୟା ଶୁଣାଣି!

ନୂଆଦିଲ୍ଲୀ: ମାସକରେ ସରିବ ଅଯୋଧ୍ୟା ମାମଲା। ଅକ୍ଟୋବର ୧୮ ତାରିଖ ସୁଦ୍ଧା ଅଯୋଧ୍ୟା ଜମି ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ଶେଷ କରିବା ପାଇଁ ସବୁ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ଏହି ସମୟ ମଧ୍ୟରେ ମାମଲାର ପକ୍ଷମାନେ ନିଜ ନିଜ ଭିତରେ ଆପୋଷ ଆଲୋଚନା କରିବାକୁ କିମ୍ବା ମଧ୍ୟସ୍ଥଙ୍କ…

ଆଇନ ଅନୁସାରେ ପୁରୀ ଉଚ୍ଛେଦ କାର୍ଯ୍ୟ…

ଭୁବନେଶ୍ବର: ଶ୍ରୀମନ୍ଦିର ୭୫ ମିଟର ପରିଧିରେ ଉଚ୍ଛେଦ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ସମସ୍ତ କାମ ଆଇନ ଅନୁସାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଅରୁଣ ମିଶ୍ର। ସେ କହିଛନ୍ତି ଯେ, ଉଦ୍ଦେଶ୍ୟ ଯେତେ ମହତ ଥିଲେ ମଧ୍ୟ ସବୁ କିଛି…

ଚିଦାମ୍ୱରମଙ୍କୁ ଝଟକା, ଅଗ୍ରୀମ ଜାମିନ୍…

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍। ଆଜି ଇଡି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ…

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲା:…

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚଦାମ୍ବରମଙ୍କୁ ମିଳିଛି ସାମୟିକ ଆଶ୍ବସ୍ତି। କାରଣ ତିହାର ଜେଲ ଯିବେ ନାହିଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ।ଆଜି ସୁପ୍ରିମକୋର୍ଟ ସେପ୍ଟମ୍ବର ୫ ତାରିଖ ପର୍ଯ୍ୟନ୍ତ ପି.ଚିଦାମ୍ବରମଙ୍କୁ ସିବିଆଇ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ତାଙ୍କୁ ଆଉ ତିହାର…

ଜମ୍ମୁ-କଶ୍ମୀର: ଆଜି ସୁପ୍ରିମକୋର୍ଟରେ…

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଜି ହେଉଛି ଜମ୍ମୁ-କଶ୍ମୀର ପାଇଁ ଏକ ବଡ଼ ଦିନ। କାରଣ ଆଜି ସୁପ୍ରିମକୋର୍ଟ ଜମ୍ମୁ-କଶ୍ମୀରକୁ ନେଇ ହୋଇଥିବା ୧୪ଟି ୟାଚିକର ଶୁଣାଣି କରିବେ। ଧାରା ୩୭୦କୁ ଦୁର୍ବଳ କରାଯାଇଥିବା ବିରୋଧରେ ମଧ୍ୟ ୟାଚିକା ଅଛି। ଅପରପକ୍ଷେ ଜମ୍ମୁ-କଶ୍ମୀର ପାଇଁ ଆଜି ବଡ଼…

ଚିଦାମ୍ବରମଙ୍କୁ ଝଟକା, ସୁପ୍ରିମକୋର୍ଟରେ…

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଲାଗିଛି ଝଟ୍‌କା। ସୋମବାର ସୁପ୍ରିମକୋର୍ଟ ଚିଦାମ୍ବରମଙ୍କ ସିବିଆଇ ମାମଲାର ଆବେଦନକୁ ଖାରଜ କରି ଦେଇଛନ୍ତି। ସିବିଆଇ ଦ୍ୱାରା ଚିଦାମ୍ବରମ ଗିରଫ ହେବା ପରେ ତାଙ୍କ ଆବେଦନ ବ୍ୟର୍ଥ ବୋଲି କହି କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ…

ପ୍ରଧାନ ବିଚାରପତି ନେବେ ଚିଦାମ୍ବରମ୍‌ଙ୍କ…

ନୂଆଦିଲ୍ଲୀ: କଂଗ୍ରେସ ନେତା ପି ଚିଦାମ୍ୱରମଙ୍କୁ ମିଳିଲାନି ଜାମିନ। ଆଜି ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପି ଚିଦାମ୍ୱରମଙ୍କୁ ଅଗ୍ରୀମ ଜାମିନ୍ ଦେବା ପାଇଁ ମନା କରିଦେଲେ ସୁପ୍ରିମକୋର୍ଟ। ଏବେ ଉଭୟ ସିବିଆଇ ଏବଂ ଇଡି ଚିଦାମ୍ୱରମଙ୍କୁ ଯେତେବେଳେ ଚାହିଁବେ ଗିରଫ କରିପାରିବେ। ଅନ୍ୟପଟେ ଗିରଫ ଭୟରେ ଦେଶ…