‘ଆପଣଙ୍କ ଛୋଟ ଛୋଟ ସାହାଯ୍ୟ ମୋ…
ଭୁବନେଶ୍ବର: ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି ୨୪ ବର୍ଷିୟ ପୁଅ। ଶେଷ ହେବାକୁ ବସିଲାଣି ପାଖରେ ଥିବା ଟଙ୍କା। ଦୈନକ ଖର୍ଚ୍ଚ ପାଖାପାଖି ୨୦ ହଜାର। ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ସାରିଲାଣି ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା। ଏବେ ବାପାଙ୍କ ମେଡିକାଲ ଖର୍ଚ୍ଚ ପାଇଁ ଚିନ୍ତାରେ ଯୁବ ସାମ୍ବାଦିକ…