ସୁରତ ହସ୍ପିଟାଲରେ ଅଗ୍ନିକାଣ୍ଡ
ସୁରତ: ସୁରତ ଡାକ୍ତରଖାନାରେ ନିଆଁ। ଗୁଜରାଟର ସୁରତ ଅନ୍ତର୍ଗତ ଅଥୱାଲିନେସ ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ଆଜି ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲରେ ନିଆଁ ଲାଗିବା ବେଳେ ସେଠାରେ ରୋଗୀଙ୍କ ଚିକିତ୍ସା ଚାଲିଥିଲା। ନିଆଁ ଲାଗିବା ପରେ ଡାକ୍ତରଖାନାରେ ଥିବା ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା…