ହୋମ୍ କ୍ୱାରେଣ୍ଟାଇନ୍ରେ ସୁରେଶ ପ୍ରଭୁ
ନୂଆଦିଲ୍ଲୀ: ହୋମ୍ କ୍ୱାରେଣ୍ଟାଇନ୍ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ। ସାଉଦି ଆରବରୁ ଫେରିବା ପରେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସେଠାରୁ ଫେରିବା ପରେ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥଲେ ବି ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସେ ୧୪ ଦିନ…