୭୯ତମ ଅଖିଳ ଭାରତୀୟ ବାଚସ୍ପତି ସମ୍ମିଳନୀ…
ଭୁବନେଶ୍ବର: ସଂସଦ ଓ ବିଧାନସଭାର ବାଚସ୍ପତିମାନେ ଦଳବଦଳ ନିରୋଧ ଆଇନକୁ କାର୍ଯ୍ୟକାରୀ କରିବା ଓ ସଦସ୍ୟମାନଙ୍କୁ ଯୋଗ୍ୟ ଘୋଷଣା କରିବାବେଳେ ବାଚସ୍ପତିମାନେ ନିରେପକ୍ଷ ରହିବା ନିହାତି ଆବଶ୍ୟକ। ଏ ସଂପର୍କରେ ସମୟୋଚିତ ନିଷ୍ପତ୍ତି ନେବା ବାଞ୍ଛନୀୟ ଯାହା ନିର୍ବିବାଦୀୟ ରହିବା ଉଚିତ। ଯଦ୍ଦ୍ୱାରା ନ୍ୟାୟ…