କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ମନ୍ତ୍ରୀଙ୍କ…
ଓଏଲ୍ ବ୍ୟୁରୋ: ସରିଛି ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ। ଆକ୍ସନ ମୁଡରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କ୍ରୀଡା ମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ବିଭାଗର ସମୀକ୍ଷା କଲେ ସୂର୍ଯ୍ୟବଂଶୀ ସୁରଜ। କଳିଙ୍ଗ ଷ୍ଟାଡିୟମରେ ଆଜି ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ସମୀକ୍ଷା ବୈଠକ ପରେ…