ସଂସଦରେ ଝାଡୁ ମାରିଲେ ସାଂସଦ
ନୂଆଦିଲ୍ଲୀ: ସାଂସଦ ପରିସରରେ ଓ ବାହାରେ ଝାଡୁ ମାରିଲେ ସାଂସଦ। ଏକଥା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏ କଥା ସତ। ଆଜି ସକାଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ସାଂସଦ ପରସିସରରେ। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଆଜି ସକାଳ ୯ଟାରେ ସଂସଦରେ ସ୍ୱଚ୍ଛତା…