ଆଜିଠୁ ମିଳିବ ସ୍ୱିସ୍ ବ୍ୟାଙ୍କ…
ନୂଆଦିଲ୍ଲୀ: ଆଜିଠୁ ମିଳିବ ସ୍ବିସ୍ ବ୍ୟଙ୍କ ସମ୍ବନ୍ଧୀୟ ତଥ୍ୟ। କଳାଧନ ବିରୋଧରେ ଅନ୍ୟତମ ସଫଳତା ସ୍ୱରୂପ ଆଜିଠାରୁ ସ୍ୱିସ୍ ବ୍ୟାଙ୍କରେ ଆକାଉଣ୍ଟ ଥିବା ଭାରତୀୟଙ୍କ ବାବଦରେ ତଥ୍ୟ ମିଳିବା ଆରମ୍ଭ ହେବ। ଏହାଫଳରେ କେଉଁ ଭାରତୀୟଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବା ସହ…