Odisha Link
Bridging the Missing Links in Odisha
Browsing Tag

T-20 World Cup 2024

ଟି-୨୦ ବିଶ୍ବକପ୍‌ ୨୦୨୪: ଆଉ ଏକ…

ଓଏଲ୍‌ ବ୍ୟୁରୋ: ଚଳିତ ଟି-୨୦ ବିଶ୍ବକପ୍‌ରେ ଆଉ ଏକ ବିପର୍ଯ୍ୟୟ। ବିଶ୍ବ କ୍ରିକେଟର ଶକ୍ତିଶାଳୀ ଦଳ ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ। ବ୍ଲାକ୍‌ କ୍ୟାପ୍‌ସକୁ ୮୪ ରନରେ ହରାଇ ଇତିହାସ ରଚିଛି ଆଫଗାନିସ୍ତାନ। ମାତ୍ର ୭୫ ରନ୍‌ରେ ଅଲଆଉଟ୍‌ ହୋଇ ନ୍ୟୁଜିଲାଣ୍ଡ ଦଳ ଶୋଚନୀୟ ପରାଜୟ ବରଣ କରିଛି।…

୧୨ ବର୍ଷ ପରେ ଟି-୨୦ ବିଶ୍ବକପ୍‌ରେ ସୁପର…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଟି-୨୦ ବିଶ୍ବକପ୍‌ ମହାକୁମ୍ଭ। ପ୍ରଥମ ମୁକାବିଲା ଆୟୋଜକ ଆମେରିକା ବିଜୟୀ ହୋଇବଥିବା ବେଳେ ଦ୍ବିତୀୟ ମୁକାବିଲା ଆୟୋଜକ ଓ୍ବେଷ୍ଟଇଣ୍ଡିଜ ବିଜୟୀ ହେଇଛି। ହେଲେ ୩ୟ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ନାମ୍ବିବିଆ। ସୁପର ଓଭର ମୁକାବିଲାରେ ଓମାନକୁ ହରାଇ ବିଶ୍ବକପ୍‌…

ଆଉ କିଛି ସମୟ ପରେ ଭାରତ-ବାଂଲାଦେଶ…

ଓଏଲ୍‌ ବ୍ୟୁରୋ: ବାଜିସାରିଲାଣି ବିଗୁଲ। ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌ ମହାକୁମ୍ଭ। ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିମ୍ଭା ପୂର୍ବରୁ ଟିମ ଇଣ୍ଡିଆ ଶନିବାର ବାଂଲାଦେଶ ବିପକ୍ଷରେ ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ଖେଳିବ। ଆମେରିକା ଓ ଭାରତର ଟାଇମ୍‌ ଜୋନ୍‌ ଭିନ୍ନଭିନ୍ନ ରହୁଥିବାରୁ କେଉଁ…

ଆଇପିଏଲ୍‌ ପରେ ଟି-୨୦ ବିଶ୍ବକପ୍‌, ୩ଥର…

ଓଏଲ୍‌ ବ୍ୟୁରୋ: ମହମ୍ମଦ ସାମିଙ୍କ ବଲରେ ବାବର ଆଜମ ଲଙ୍ଗ୍‌ ଅନ୍‌ କ୍ଷେତ୍ରକୁ ଏକ ଶଟ୍‌ ଖେଳିଥିଲେ। ଆଉ ଦୁଇ ରନ୍‌ ନେଇ ଇତିହାସ ରଚିଥିଲେ। ୨୦୨୧ ଅକ୍ଟୋବର ୨୪ ତାରିଖରେ ଦୁବାଇରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଭାରତ ବିପକ୍ଷରେ ୧୦ ଓ୍ବିକେଟରେ ବିଜୟ ହାସଲ କରିଥିଲା ପାକିସ୍ତାନ। ବିଶ୍ବକପ୍‌ ଇତିହାସରେ…

ଟି-୨୦ ବିଶ୍ବକପ୍‌ ୨୦୨୪: ଚିନ୍ତାରେ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ପହିଲାରୁ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌ ୨୦୨୪। ଏଥିପାଇଁ ସମସ୍ତ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଚଳିତ ବର୍ଷ ବିଶ୍ବକପ୍‌ରେ ୨୦ଟି ଟିମ୍‌ ଭାଗ ନେଇଛନ୍ତି। ବିଶ୍ବକପ୍‌ ଫାଇଟ୍‌ ପୂର୍ବରୁ ପ୍ରଥମେ ଅଭ୍ୟାସ୍‌ ମ୍ୟାଚ୍‌ ଖେଳାଯିବ। ଯାହାର ଆରମ୍ଭ ଆଜିଠୁ ହୋଇଛି। ଜୁନ୍‌ ୧ ତାରିଖରେ…

ଟି-୨୦ ବିଶ୍ବକପ୍‌ ପାଇଁ ନ୍ୟୁଜିଲ୍ୟାଣ୍ଡ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ପହିଲାରୁ ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟର ମହାକୁମ୍ଭ। ୨୦୨୪ ଟି-୨୦ ବିଶ୍ବକପ୍‌ ପାଇଁ ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ୍। ଆଉ ମହାକୁମ୍ଭର ମହାମୁକାବିଲା ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ଘୋଷଣା କରିଛି ଦଳ। ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଟିମ୍। କେନ୍‌…

ଜୁନ୍‌ ପହିଲାରୁ ଟି-୨୦ ବିଶ୍ବକପ୍‌, ଉସେନ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ପହିଲାରୁ ଆରମ୍ଭ ହେବ ଆଇସିସି ପୁରୁଷ ଟି-୨୦ ବିଶ୍ବକପ୍‌। ଚଳିତଥର ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ। ଆଉ ସବୁଠୁ ବଡ଼କଥା ହେଲା ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟଙ୍କୁ ପୁରୁଷ ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ଭାବେ ମନୋନୀତ କରିଛି…