ଟି-୨୦ ବିଶ୍ବକପ୍: ଆଜି ଘୋଷଣା ହେବ…
ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍ ପାଇଁ ଆଜି ଘୋଷଣା ହେବ ଟିମ୍ ଇଣ୍ଡିଆ। କେଉଁ ଖେଳାଳିଙ୍କୁ ଦଳରେ ମିଳିବ ସ୍ଥାନ କେଉଁ ଖେଳାଳି ପଡ଼ିବେ ବାଦ୍। ଏସବୁ ପ୍ରଶ୍ନର ଉତ୍ତର ଆଜି ରାତି ୯ଟାରେ ମିଳିଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହାର ସୂଚନା ଦେଇଛି।
ସୂଚନାଯୋଗ୍ୟ,…