Odisha Link
Bridging the Missing Links in Odisha
Browsing Tag

T20 World Cup 2024

ବିଶ୍ବକପ୍‌: ସନ୍ଧ୍ୟାରେ ୨ୟ ସେମିଫାଇନାଲ…

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ଟି-୨୦ ବିଶ୍ବକପ୍‌ ୨୦୨୪। ପ୍ରଥମ ସେମିଫାଇନାଲ ମୁକାବିଲାରେ ଆଫଗାନିସ୍ତାନକୁ ହରାଇ ପ୍ରଥମ ଥର ପାଇଁ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ସେହିପରି ଆଜି ସନ୍ଧ୍ୟାରେ ଦ୍ବିତୀୟ ସେମି ଫାଇନାଲ ମୁକାବିଲା ଖେଳାଯିବ। ବିଶ୍ବ କ୍ରିକେଟର ଦୁଇ ଶକ୍ତିଶାଳୀ…

ଟି-୨୦ ବିଶ୍ବକପ୍‌: ଆଫଗାନିସ୍ତାନ ଟିମ୍‌…

ଓଏଲ୍‌ ବ୍ୟୁରୋ: ଟି-୨୦ ବିଶ୍ବକପ୍‌ର ଫାଇନାଲରେ ଦକ୍ଷିଣ ଆଫ୍ରିକା। ପ୍ରଥମ ସେମି ଫାଇନାଲ ମୁକାବିଲାରେ ଆଫଗାନିସ୍ତାନକୁ ହରାଇ ଫାଇନାଲକୁ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ଲୋ ସ୍କୋରିଂ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା। ଏଥିସହିତ ନିଜ ନାମରେ ଅଲୋଡ଼ା ରେକର୍ଡ କରିଛି ଆଫଗାନିିସ୍ତାନ।…

ଟି-୨୦ ବିଶ୍ବକପ୍‌: ଫାଇନାଲରେ ଦକ୍ଷିଣ…

ଓଏଲ୍‌ ବ୍ୟୁରୋ: ଟି-୨୦ ବିଶ୍ବକପ୍‌ର ଫାଇନାଲରେ ଦକ୍ଷିଣ ଆଫ୍ରିକା। ପ୍ରଥମ ସେମି ଫାଇନାଲ ମୁକାବିଲାରେ ଆଫଗାନିସ୍ତାନକୁ ହରାଇ ଫାଇନାଲକୁ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ଲୋ ସ୍କୋରିଂ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା। ଆଜି ସନ୍ଧ୍ୟାରେ ଦ୍ବିତୀୟ ସେମି ଫାଇନାଲ ମୁକାବିଲା ଖେଳାଯିବ।…

ସୁପର-୮: ଆଜି ଭାରତ-ବାଂଲାଦେଶ ଲଢ଼େଇ,…

ଓଏଲ୍‌ ବ୍ୟୁରୋ: ସୁପର-୮ ମୁକାବିଲାର ଦ୍ବିତୀୟ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ। ଆଜି ବାଂଲାଦେଶକୁ ଭେଟିବ ଭାରତ। ବାଂଲାଦେଶ ବିପକ୍ଷରେ ଭାରତ ବିଜୟୀ ହେଲେ ସେମିଫାଇନାଲ୍‌ ପାଇଁ ଗୋଟିଏ ପାଦ ବଢ଼ାଇବ। ଆଜି ସନ୍ଧ୍ୟାରେ ସାର ଭିଭିଆନ୍‌ ରିଚାର୍ଡସ୍‌ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ଗ୍ରୁପ୍‌ ଷ୍ଟେଜରେ…

ଋଷଭ ପନ୍ତଙ୍କ ବିଶ୍ବ ରେକର୍ଡ,…

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଋଷଭ ପନ୍ତଙ୍କ ବିଶ୍ବ ରେକର୍ଡ। ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଆଦାମ୍‌ ଗିଲିଖ୍ରୀଷ୍ଟଙ୍କୁ ପଛରେ ପକାଇ ବିଶ୍ବ ରେକର୍ଡ ନିଜ ନାମରେ କରିଛନ୍ତି ପନ୍ତ। ଓ୍ବିକେଟ ପଛରେ କମାଲ କରି ବିଶ୍ବ ରେକର୍ଡର ଅଧିକାରୀ…

ସୁପର-୮: ଆଜି ଭାରତ-ଆଫଗାନିସ୍ତାନ ଲଢ଼େଇ,…

ଓଏଲ୍‌ ବ୍ୟୁରୋ: ଚଳିତ ଟି-୨୦ ବିଶ୍ବକପ୍‌ରେ ଆଜିଠୁ ସୁପର-୮ ମୁକାବିଲା ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ଆଜି ଆଫଗାନିସ୍ତାନକୁ ଭେଟି ଭାରତ। ଆଜି ସନ୍ଧ୍ୟାରେ କେନସିଙ୍ଗଟନ୍‌ ଓଭାଲ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ଗ୍ରୁପ୍‌ ଷ୍ଟେଜରେ ଭାରତ ଅପରାଜେୟ ରହି ସୁପର-୮ ମୁକାବିଲାକୁ ଆସିଥିବା ବେଳେ…

ଭାରତୀୟ ଦଳରୁ ବାଦ୍‌ ପଡ଼ିଲେ ଏହିସବୁ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ପହିଲାରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ। ଭାରତୀୟ କ୍ରିକେଟ ବୋର୍ଡ ଆଜି ବିଶ୍ବକପ୍‌ ଅଭିଯାନ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ବିସିସିଆଇ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ଦାୟିତ୍ବ ଦେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ…

ଟି-୨୦ ବିଶ୍ବକପ୍‌ ୨୦୨୪: ଘୋଷଣା ହେଲା…

ଓଏଲ୍‌ ବ୍ୟୁରୋ: ଜୁନ୍‌ ପହିଲାରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ। ଭାରତୀୟ କ୍ରିକେଟ ବୋର୍ଡ ଆଜି ବିଶ୍ବକପ୍‌ ଅଭିଯାନ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ବିସିସିଆଇ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ଦାୟିତ୍ବ ଦେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ…

ଟି-୨୦ ବିଶ୍ବକପ୍‌ : ଭାରତୀୟ ଦଳ ଘୋଷଣା…

ଓଏଲ୍‌ ବ୍ୟୁରୋ: ଜୁନ୍‌ ପହିଲାରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ। ବର୍ତ୍ତମାନ ଭାରତରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଚାଲିଥିବା ବେଳେ ଭାରତୀୟ ଦଳ ଘୋଷଣା ହେବାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆଜି ଆଗାମୀ…

ଟି-୨୦ ବିଶ୍ବକପ୍‌ ୨୦୨୪: ୧୫ ଜଣିଆ ଦଳ…

ଓଏଲ୍‌ ବ୍ୟୁରୋ: ୨୦୨୨ ଟି-୨୦ ବିଶ୍ବକପ୍‌ ବିଜେତା ଇଂଲଣ୍ଡ ଆଗାମୀ ବିଶ୍ବକପ୍‌ ପାଇଁ ଘୋଷଣା କଲା ଦଳ। ସବୁଠୁ ବଡ଼କଥା ହେଲା ବର୍ଷକ ପରେ ଦଳକୁ ଫେରିଛନ୍ତି ଦ୍ରୁତ ବୋଲର ଜୋଫ୍ରା ଆର୍ଚର। ଚଳିତ ବିଶ୍ବକପ୍‌ରେ ଜୋସ ବଟଲର ଦଳର ନେତୃତ୍ବ ନେଉଥିବା ବେଳେ ଇଂଲଣ୍ଡର ଅଭିଜ୍ଞ ଖେଳାଳି ଜୋଏ ରୁଟ୍‌ଙ୍କୁ ଦଳରେ ସ୍ଥାନ…