ଦିଲ୍ଲୀ ହିଂସା: ନିଲମ୍ବିତ ଆପ୍ ନେତା…
ନୂଆଦିଲ୍ଲୀ: ଆଜି କୋର୍ଟରେ ଆତ୍ମସର୍ପଣ କଲେ ନିଲମ୍ବିତ ଆପ୍ ନେତା ତାହିର ହୁସେନ। ଦିଲ୍ଲୀ ହିଂସା ସମୟରେ ଆଇବି କନେଷ୍ଟବଳ ମୃତ୍ୟୁ ଓ ହିଂସାକୁ ପ୍ରଶୟ ଦେଇଥିବା ଆରୋପରେ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ନିଲମ୍ବିତ ଆପ୍ ନେତା ତାହିର ହୁସେନ।
ସେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଆତ୍ମସମର୍ପଣ…