ପୁଣି ତିନି ତଲାକ୍, ତୃତୀୟ ବିବାହ କଲେ…
ଯାଜପୁର: ସର୍ବୋଚ୍ଚ ନ୍ୟାୟାଳୟ ତିନି ତଲାକ୍ ଭଳି କୁତ୍ସିତ ପ୍ରଥାକୁ ଅସିଦ୍ଧ ଘୋଷଣା କରିଥିଲେ ବି ଏହାର ଅପବ୍ୟବହାର ନାରୀ ଶୋଷଣର ଅନ୍ୟତମ ଅସ୍ତ୍ର ଭାବେ ଏବେ ବି ବଳବତ୍ତର ରହିଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲିରେ। ତଲାକ୍ ଆଳରେ ଜଣେ ଯୁବକ ଦୁଇ ଜଣ ପତ୍ନୀଙ୍କୁ…