Odisha Link
Bridging the Missing Links in Odisha
Browsing Tag

Tara Prasad Bahinipati

ପିସିସି ଷ୍ଟିୟରିଂ କମିଟିରେ ୭ ସ୍ୱତନ୍ତ୍ର…

ଓଏଲ୍‌ ବ୍ୟୁରୋ: ମୁଁ ନୁହେଁ, ଆମେ। ଏହି ଢାଞ୍ଚାରେ ଓଡ଼ିଶା କଂଗ୍ରେସକୁ ଆଗକୁ ନେବାକୁ ରୋଡମ୍ୟାପ ପ୍ରସ୍ତୁତ କରିଛି ଏଆଇସିସି। ତେଣୁ ତରତର ହୋଇ ଜଣକୁ ମୁଖିଆ ନକରି ମିଳିତ ନେତୃତ୍ବକୁ ଫୋକସ କରିଛନ୍ତି ହାଇକମାଣ୍ଡ। ୧୪ ଜଣିଆ ଷ୍ଟିଅରିଂ କମିଟି ଗଠନ କରି ଓଡ଼ିଶା କଂଗ୍ରେସକୁ ଚଳଚଞ୍ଚଳ କରିବା ସହ ନୂଆ ଦିଗ…

‘ନବ ଦାସଙ୍କ ହତ୍ୟା ଘଟଣାରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏହି ହାଇଭୋଲଟେଜ ହତ୍ୟାକାଣ୍ଡ ଘଟଣାକୁ ପାଖା ପାଖି ମାସେ ପୁରିବାକୁ ବସିଲାଣି। କେବଳ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ହେଲେ କେଉଁ କାରଣରୁ ନବ ଦାସଙ୍କୁ ହତ୍ୟା…

ଦେଓମାଳି କାହାର ? ତାରାଙ୍କ ପ୍ରଶ୍ନରେ…

ଓଏଲ୍‌ ବ୍ୟୁରୋ: କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଏବେ ଓଡ଼ିଶାର ଉଚ୍ଚତ୍ତମ ପର୍ବତ ଦେଓମାଳି କାହାର ବୋଲି ଉଠିଛି ପ୍ରଶ୍ନ। ସ୍କୁଲ ବେଳୁ ଛାତ୍ରଛାତ୍ରୀ ମାନେ ଓଡ଼ିଶାର ଉଚ୍ଚତମ ପର୍ବତ ଦେଓମାଳି ବୋଲି ପଢ଼ି ଆସିଛନ୍ତି। ହେଲେ ଏବେ ଦେଓମାଳି କାହାର ବୋଲି ଚର୍ଚ୍ଚା…

ନରମିଗଲା ସ୍ବର, ଡରିଗଲେ କି ତାରା?

ଭୁବନେଶ୍ବର: କୋରାପୁଟିଆ ନେତାଙ୍କ ବିବାଦ ରାଜ୍ୟ କଂଗ୍ରେସର ରାଜନୀତିକୁ ବେଶ ସରଗରମ କରିଥିଲା। ଏପରିକି କାଦୁଅ ଫିଙ୍ଗା ରାଜନୀତି ଦେଖିବାକୁ ମିଳିଥିଲା। ଦିନେ ବିଧାୟକ ତାରା ବାହିନୀପତି ପିସିସି ସଭାପତି ନିରଞ୍ଜନଙ୍କ ବିରୋଧରେ ବର୍ଷୁଥିବାର ଦେଖିବାକୁ ମିଳୁଥିଲା ତ ତା’ ପରଦିନ ନିରଞ୍ଜନଙ୍କ ସମର୍ଥକ…

କଂଗ୍ରେସରେ କନ୍ଦଳ: ବିଧାୟକ ପଦ ଛାଡ଼ିବାକୁ…

ଭୁବନେଶ୍ବର: ପଦାରେ ପଡ଼ିଲା କୋରାପୁଟ କଂଗ୍ରେସର କନ୍ଦଳ। କରୋନାରୁ ସୁସ୍ଥ ହେବା ପରେ ବିଧାୟକ ପଦ ଛାଡ଼ିବାକୁ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଦେଲେ ଚେତାବନୀ। କଂଗ୍ରେସରେ ଲାଗି ରହିଥିବା କନ୍ଦଳକୁ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କଲେ ତାରା। ବୁଧବାର ଦିନ ଜୟପୁର ବିଧାୟକ…

ବିଜେଡି ଓ ବିଜେପି ଡ୍ରାମା କରୁଛନ୍ତି:…

ଭୁବନେଶ୍ୱର: ବିଧାନସଭା ନଚାଲୁ ବୋଲି ଉଭୟ ବିଜେପି ଓ ବିଜେଡି ମିଳିତ ପ୍ରୟାସ କରୁଛନ୍ତି। ଆଜି ବିଧାନସଭା ମୁଲତବୀ ପ୍ରସଙ୍ଗରେ ତାରାପ୍ରସାଦ ବାହିନୀପତି ଏପରି କହିଛନ୍ତି। ତାରାପ୍ରସାଦ କହିଛନ୍ତି, ଚାଷୀଙ୍କ ଧାନ ନଉଠୁ ବୋଲି ଚାହୁଁଛନ୍ତି ଉଭୟ ବିଜେପି ଓ ବିଜେଡି। କେବଳ ଡ୍ରାମା କରୁଛନ୍ତି। ଚାଷୀ…

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ହେଉଛି…

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନ। ପ୍ରଥମ ଦିନରେ ୭ଟି ବିଲ୍ ଉପସ୍ଥାପିତ ହୋଇଛି। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍କୁ ନେଇ ଗୃହରେ ସରଗରମ ଆଲୋଚନା ଚାଲିଛି। ବିଶ୍ୱବିଦ୍ୟାଳୟ ବିଲକୁ ‘କଳା ବିଲ୍’ କହି ବିରୋଧ କରିଛନ୍ତି ତାରା ବାହିନୀପତି। ଏଥି ସହ ତାରା ଗୃହରେ ବିଶ୍ୱବିଦ୍ୟାଳୟ…

ଉମା ଯାହା କହିଛନ୍ତି ସତ କହିଛନ୍ତି: ତାରା

ଭୁବନେଶ୍ବର: ଶାସକ ବିଧାୟକ କୋଭିଡ୍‌ ଗୁମର ଖୋଲିବା ପରେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାରା କହିଛନ୍ତି ଯେ, ପରିଚାଳନା ତ୍ରୁଟିକୁ ସ୍ବୀକାର କରିଥିବାରୁ ଉମାଙ୍କୁ ଧନ୍ୟବାଦ। ସେ ସ୍ପଷ୍ଟବାଦୀ ଲୋକ। ସତ କହିବା ଲୋକ। ତେଣୁ ସେ ସତ କହିଛନ୍ତି। କିନ୍ତୁ…

ଇଚ୍ଛା ହେଲେ ଦଳରେ ରୁହ, ନଚେତ ଛାଡ଼: ତାରା

ଭୁବନେଶ୍ବର: ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ କଂଗ୍ରେସ ଛାଡ଼ିବା ପରେ ବେଶ ଚର୍ଚ୍ଚାରେ କଂଗ୍ରେସ ରାଜନୀତି। ଏପରିକି ପାଇଲଟଙ୍କ ଦଳ ଛାଡ଼ିବା ପରେ ଦଳର ହାଇକମାଣ୍ଡଙ୍କ ପ୍ରତି ପ୍ରଦୀପ ମାଝୀ ଦେଇଥିବା ବୟାନକୁ ଓଡ଼ିଶା କଂଗ୍ରେସରେ ଆରମ୍ଭ ହୋଇଛି ଝଡ଼। ପ୍ରଦୀପ ମାଝୀଙ୍କ ବୟାନକୁ ନେଇ ଗର୍ଜିଛନ୍ତି…

ବିଧାୟକ ତାରାଙ୍କ ମଣିଷପଣିଆ

ଜୟପୁର: ସଦାବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ତାଙ୍କର କଟାକ୍ଷ କଥା ହେଉବା ବିଧାନସଭା ଓ ବାହାରେ ରୋଚକ କଥା କହିବାକୁ ନେଇ ସଦାବେଳେ ଚର୍ଚ୍ଚାରେ ରହିଥାନ୍ତି ତାରା। ହେଲେ ଏଥର ନିଜର ମଣିଷପଣିଆ ପାଇଁ ଚର୍ଚ୍ଚାରେ ବିଧାୟକ ତାରାପ୍ରସାଦ ବାହିନୀପତି।…