ଡିସେମ୍ବର ପହିଲାରୁ ବଢିବ ମୋବାଇଲ କଲ୍…
ନୂଆଦିଲ୍ଲୀ: ଡିସେମ୍ବର ୧ରୁ ଭୋଡାଫୋନ୍- ଆଇଡିଆ ଓ ଏୟାରଟେଲ ଭଳି କମ୍ପାନୀ ସେମାନଙ୍କ ସର୍ଭିସ୍ ରେଟ ବଢାଇବା ନେଇ ସୂଚନା ଦେଇଛନ୍ତି। ଏହି କମ୍ପାନୀଗୁଡିକ କ୍ଷତିରେ ଗତି କରୁଥିବାରୁ ଟାରିଫ୍ ବୃଦ୍ଧି କରିବାକୁ ନିଷ୍ପିତ୍ତି ନେଇଛନ୍ତି। ଏହି ଟାରିଫ୍ ବୃଦ୍ଧି ସିଧାସଳଖ ପ୍ରଭାବ ୩୨ କୋଟି ଗ୍ରାହକଙ୍କ…