ବାତ୍ୟାର ରୂପନେଲା ‘ତଉକ୍ତେ’, ଗୁଜୁରାଟ…
ନୂଆଦିଲ୍ଲୀ: ଲାକ୍ଷାଦ୍ବୀପ ଉପରେ ଥିବା ସାମୁଦ୍ରିକ ଅବପାତ ‘ତଉକ୍ତେ’ ଆଜି ସକାଳେ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ବାତ୍ୟା ‘ତଉକ୍ତେ’ ପାଇଁ କେରଳରେ ଭୀଷଣ ବର୍ଷା ଜାରି ରହିଥିବା ବେଳେ ମହାରାଷ୍ଟ୍ର, ଗୋଆ ଓ ଗୁଜୁରାଟକୁ…