ମାଟି କପରେ ଚା’ ପିଇବାର ଉପକାରିତା…
ପ୍ରାୟତଃ ଲୋକମାନେ ସକାଳର ଆରମ୍ଭ ଚା’ରୁ ହିଁ କରିଥାନ୍ତି। ଏଥିସହ ଅଫିସରେ ମଧ୍ୟ ଚା’ ଖଟି ଏନର୍ଜି ଡ୍ରିଙ୍କ ଭଳି କାମ କରେ। ଯଦି ଚା’ ମାଟି କପରେ ମିଳେ ତେବେ ତା’ର ମଜା ଟିକେ ନିଆରା। କାଚ, ଡିସ୍ପୋଜାଲ କପ୍ ବଦଳରେ ପ୍ରାୟତଃ ଲୋକମାନେ ମାଟି କପରେ ଚା’ ପିଇବାକୁ ପସନ୍ଦ କରିଥାନ୍ତି। ମାଟି କପରେ ଚା’…