Odisha Link
Bridging the Missing Links in Odisha
Browsing Tag

TEAM INDIA

ଇତିହାସ ରଚିବେ ମନୁ, ପ୍ରଥମ ଭାରତୀୟ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଖାତା ଖୋଲିଛନ୍ତି ମହିଳା ଶୁଟର ମନୁ ଭାକର। ଅଲିମ୍ପିକ୍ସର ୨ୟ ଦିନରେ ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଥିଲେ। ଏବେ ମନୁ ଭାକର ପୁଣିଥରେ ବ୍ରୋଞ୍ଜ ପଦକ ଜିତିବା ଆଶା ସଞ୍ଚାର କରିଛନ୍ତି। ଭାରତୀୟ ଶୁଟର ମନୁ…

ପ୍ୟାରିସ୍‌ ଅଲିମ୍ପିକ୍ସ: ତୃତୀୟ ଦିନରେ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ବି ଭାରତୀୟ ଖେଳାଳି କମାଲ କରିବାକୁ ଯାଉଛନ୍ତି। ଆଜି ଭାରତ ୩ଟି ପଦକ ଜିତିବାର ସମ୍ଭାବନା ରହିଛି। ବ୍ୟକ୍ତିଗତ ଇଭେଣ୍ଟରେ ଦୁଇଟି ପଦକ ଓ ଟିମ୍ ଇଭେଣ୍ଟରେ ଗୋଟିଏ ପଦକ ଆଜି ନିଜ ନାମରେ କରିପାରେ ଭାରତ । ବ୍ୟକ୍ତିଗତ ଇଭେଣ୍ଟରେ ଦୁଇଟି ମେଡାଲ…

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪: ଆଜି ୭ଟି…

ଓଏଲ୍‌ ବ୍ୟୁରୋ: ବାଜି ସାରିଛି କୀଡ଼ା ମହାକୁମ୍ଭର ବିଗୁଲ। ଭବ୍ୟ ସମାରୋହର ସହିତ ଉଦଘଶଯିତ ହୋଇଛି ପ୍ୟାରିସ୍‌ ଅଲିମ୍ପିକ୍ସ। ଅଲିମ୍ପିକ୍ସରେ ୨୦୦ଟି ଦେଶର ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ଭାରତର ୧୧୭ ଜଣ ଖେଳାଳି ୧୬ଟି କ୍ରୀଡ଼ାରେ ଭାଗ ନେଇଛନ୍ତି। ଅଗଷ୍ଯ ୧୧ ଯାଏ ଚାଲିବ ବିଶ୍ବ କ୍ରୀଡ଼ା ମହାକୁମ୍ଭ। ସବୁଠୁ…

ମହିଳା ଏସିଆ କପ୍‌ ୨୦୨୪: ୯ମ ଥର ପାଇଁ…

ଓଏଲ୍‌ ବ୍ୟୁରୋ: ମହିଳା ଏସିଆ କପ୍‌ ୨୦୨୪ର ଫାଇନାଲରେ ଟିମ୍‌ ଇଣ୍ଡିଆ। ଭାରତୀୟ ମହିଳା ଦଳ ଏସିଆ କପ୍‌ର ପ୍ରଥମ ସେମି ଫାଇନାଲରେ ବାଂଲାଦେଶକୁ ୧୦ ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି। ବୋଲିଂ ପରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ସହଜ ବିଜୟ ହାସଲ କରିଛି ଭାରତୀୟ ମହିଳା ଦଳ। ୮ମ ଥର ଏସିଆ କପ୍‌…

ମହିଳା ଏସିଆ କପ୍‌ ସେମିଫାଇନାଲରେ ଭାରତ,…

ଓଏଲ୍‌ ବ୍ୟୁରୋ: ମହିଳା ଏସିଆ କପ୍‌ ୨୦୨୪ର ୧୦ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ-ନେପାଳ। ଦାମ୍ବୁଲା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳ ନେପାଳକୁ ୮୨ ରନ୍‌ରେ ପରାସ୍ତ କରି ଏସିଆ କପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ମ୍ୟାଚର ସୁପରଷ୍ଟାର ଥିଲେ 'ଲେଡି ସେହଓ୍ବାଗ' ଶେଫାଳି ବର୍ମା।…

କାହିଁକି ପାଣ୍ଡ୍ୟାଙ୍କୁ ମିଳିଲାନି…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜ ପାଇଁ ଆଜି ଶ୍ରୀଲଙ୍କା ଗସ୍ତ କରିଛି ଭାରତୀୟ କ୍ରିକେଟ ଦଳ। ଶ୍ରୀଲଙ୍କା ବିପକ୍ଷରେ ୨୭ ତାରିଖରେ ଅଭିଯାନ ଆରମ୍ଭ କରିବ ଭାରତୀୟ କ୍ରିକେଟ ଦଳ। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ଓ ମୁଖ୍ୟ ଚୟନ କର୍ତ୍ତା ଅଜିତ ଅଗରକର ମିଳିତ ଭାବେ ଏକ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟିମ୍‌…

ଓଏଲ୍‌ ବ୍ୟୁରୋ: ବାର୍ବାଡୋସରୁ ଭାରତ ଭାରତ ଫେରିଛନ୍ତି ବିଶ୍ୱ ବିଜେତା ଟିମ୍‌ ଇଣ୍ଡିଆ। ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ଦିଲ୍ଲୀରେ ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିଶ୍ବ ବିଜେତା ଟିମ୍‌ର ଗୋଟିଏ ଝଲକ ପାଇବା ପାଇଁ ରାତିରୁ ବିମାନ ବନ୍ଦର ବାହାରେ ଭିଡ଼ ଜମାଇଥିଲେ ହଜାର ହଜାର…

ଟେଷ୍ଟ ମ୍ୟାଚରେ ଇତିହାସ ରଚିଲେ…

ଓଏଲ୍‌ ବ୍ୟୁରୋ: ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ ଦଳର ଦୁଇ ଷ୍ଟାର ଖେଳାଳି ସ୍ମୃତି ମାନ୍ଧନା ଓ ଶେଫାଳି ବର୍ମା। ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ୍‌ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଭାରତୀୟ ମହିଳା ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି…

୧୦ ବର୍ଷ ପରେ ଟି-୨୦ ବିଶ୍ବକପ୍‌…

ଓଏଲ୍‌ ବ୍ୟୁରୋ: ୨୦୨୨ର ପ୍ରତିଶୋଧ ୨୦୨୪ରେ ନେଲା ଟିମ୍‌ ଇଣ୍ଡିଆ। ଚଳିତ ଟି-୨୦ ବିଶ୍ବକପ୍‌ର ୨ୟ ସେମି ଫାଇନାଲା ମୁୁକାବିଲାରେ ଇଂଲଣ୍ଡ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ। ୧୦ ବର୍ଷ ପରେ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କରିଛି ଭାରତ। ୨୦୨୨ ସେମି ଫାଇନାଲ ମୁକାବିଲାରେ ଇଂଲଣ୍ଡଠୁ ପରାସ୍ତ…

୨୦୧୩ ପରଠୁ ୧୦ଟି ଆଇସିସି ଟୁର୍ଣ୍ଣାମେଣ୍ଟ…

ଓଏଲ୍‌ ବ୍ୟୁରୋ: ଭାରତ ପୁଣିଥରେ ଆଇସିସି ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ୍‌ ଷ୍ଟେଜରେ ସ୍ଥାନ ପକ୍କା କରିଛି। ଟିମ୍‌ ଇଣ୍ଡିଆ ଜୁନ୍‌ ୨୭ ତାରିଖରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ବିଶ୍ବକପ୍‌ର ସେମି ଫାଇନାଲ ମୁକାବିଲା ଖେଳିବ। ୨୦୧୩ ମସିହା ପରେ ଟିମ୍‌ ଇଣ୍ଡିଆ ୧୧ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳୁଛି। ସେଥିରୁ ୧୦…