Odisha Link
Bridging the Missing Links in Odisha
Browsing Tag

TEAM INDIA

ସିଡନୀ ଟେଷ୍ଟ: ଟିମ୍‌ ଇଣ୍ଡିଆ ପାଇଁ ଖୁସି…

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆ ପାଇଁ ଆସିଲା ଭଲ ଖବର। ଲାଗି ରହିଥିବା ବିବାଦ ମଧ୍ୟରେ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କ କୋଭିଡ-୧୯ ରିପୋର୍ଟ ନେଗେଟିଭ ଆସିଛି। ଏନେଇ ସୋମବାର ଦିନ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ କରୋନା ରିପୋର୍ଟ…

ଦ୍ରାବିଡ଼ଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ପଠାଅ,…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ ପରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଛନ୍ତି ଖେଳାଳି। ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ବିତୀୟ ଇନିଂସରେ ଟିମ୍‌ ଇଣ୍ଡିଆ ସର୍ବନିମ୍ନ ଟେଷ୍ଟ ସ୍କୋର୍ ପାଇଁ ବ୍ୟାଟିଂକୁ ଦାୟୀ କରାଯାଉଛି। ଟିମ୍‌ ଇଣ୍ଡିଆର…

୧୯୭୪ ମସିହା ପରେ ଟେଷ୍ଟ କ୍ରିକେଟରେ…

ଆଡିଲେଡେ: ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ବିତୀୟ ଇନିଂସରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଟିମ୍‌ ଇଣ୍ଡିଆ। ମାତ୍ର ୩୬ ରନରେ ଟିମ୍‌ ଇଣ୍ଡିଆ ପାରି ସମାପ୍ତ ହୋଇଥିଲା। ଟେଷ୍ଟ କ୍ରିକେଟ୍‌ ଇତିହାସରେ ଟିମ୍‌ ଇଣ୍ଡିଆର ଏହା ହେଉଛି ନ୍ୟୁନତମ ସ୍କୋର। ଏହା ପୂର୍ବରୁ ଟେଷ୍ଟ କ୍ରିକେଟରେ ଟିମ୍‌ ଇଣ୍ଡିଆର ନ୍ୟୁନତମ…

ଫିଟ୍‌ନେସ୍‌ ଟେଷ୍ଟ ପାସ୍‌ କଲେ ରୋହିତ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ରୋହିତ ଶର୍ମା ଶୁକ୍ରବାର ଫିଟ୍‌ନେସ୍‌ ଟେଷ୍ଟ ପାସ୍‌ କରିଛନ୍ତି। ସେ କିଛିଦିନ ହେବ ବାଙ୍ଗୋଲରରେ ଥିବା ଜାତୀୟ କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ନେଉଥିଲେ। ଏହି ୩୩ ବର୍ଷୀୟ ଷ୍ଟାର ଖେଳାଳି ୨୦୨୦ ଆଇପିଏଲ ସମୟରେ ଆହତ ହୋଇଥିଲେ।…

ନିଜ ନାମରେ ଅଲୋଡ଼ା ରେକର୍ଡ କଲେ ଚହଲ, ଏହି…

ସିଡନୀ: ଗତକାଲି ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ପ୍ରଥମ ଦିନିକିଆ। ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ୬୬ରନରେ ବିଜୟ ହାସଲ କରିଥିଲା। ହେଲେ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ନିଜ ନାମରେ ଏକ ଲଜ୍ଜ୍ୟଜନକ ଓ ଅଲୋଡ଼ା ରେକର୍ଡ…

୨୨ ବର୍ଷ ବୟସରେ ପନ୍ଥଙ୍କ ପାଖେ…

ଓଏଲ୍‌ ବ୍ୟୁରୋ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଓ୍ବିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ତେବେ ଭାରତୀୟ ଦଳର ଓ୍ବିକେଟ ରକ୍ଷକ ବିକଳ୍ପ କିଏ ହେବ। ଏନେଇ ଲାଗି ରହିଛି କଳ୍ପନାଜଳ୍ପନା। ହେଲେ ଭାରତୀୟ ଦଳର ପୂର୍ବତନ ବାମହାତୀ ଦ୍ରୁତ ବୋଲର ଆଶିଷ ନେହେରା…

ଟିମ୍‌ ଇଣ୍ଡିଆରୁ କିପରି ବାଦ୍‌ ପଡ଼ିଲେ…

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମରେ ସ୍ଥାନ ନପାଇ ବାହାରେ ଅଛନ୍ତି ବାମହାତୀ ବ୍ୟାଟସ୍ପମ୍ୟାନ୍‌ ସୁରେଶ ରାଇନା। ୨୦୧୮ ଜୁଲାଇ ମାସ ପରଠାରୁ ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି ସୁରେଶ ରାଇନା। କିଛିିଦନ ତଳେ ସୁରେଶ ରାଇନା ୟୁଟ୍ୟୁବ ସୋ 'ସ୍ପୋର୍ଟସ୍‌ ଟକ୍'ରେ ଭାରତୀୟ ଦଳରେ ଜାଗା ନପାଇବା ନେଇ…

IPL ରଦ୍ଦ ହେଲେ ସୁଦ୍ଧା ଧୋନିଙ୍କୁ ମିଳିବ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ପାଇଁ ସଙ୍କଟରେ ବିଶ୍ବ। ଏଥିସହ ଭାରତରେ ମଧ୍ୟ ଦିନକୁ ଦିନ କାୟା ମେଲାଉଛି କରୋନା ଭାଇରସ୍। କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପ୍ରିଲ ୧୪ ଯାଏ ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି। କରୋନା ପାଇଁ ଇଣ୍ଡିଆନ୍‌ ପ୍ରିମୟର ଲିଗ୍‌ ଏପ୍ରିଲ ୧୫ ଯାଏ ସ୍ଥଗିତ ରଖିଛି…

କାଲିଠୁ ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ

ଧର୍ମଶାଳା: ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଏଥିପାଇଁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ଜୋରଦାର ଅଭ୍ୟାସ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ଠାରୁ ଉଭୟ ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ପରାସ୍ତ ହୋଇଥିବା ବିରାଟ ବାହୀନ ଆସନ୍ତାକାଲି ପୁଣିଥରେ ୱିନିଂ…

ପ୍ରକାଶ ପାଇଲା ଆଇସିସି ଟେଷ୍ଟ…

ଦୁବାଇ: ଆଜି ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌ ପ୍ରକାଶ କରିଛି। ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ଭାରତୀୟ ଟିମ୍ ପ୍ରଥମଥର ଲାଗି କୌଣସି ସିରିଜରେ ପରାସ୍ତ ହୋଇ ସୁଦ୍ଧା ନୂଆ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ସୁରକ୍ଷିତ ରହିଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜ୍ ୦-୨ରେ ହାରିବା ସତ୍ତ୍ୱେ…