Odisha Link
Bridging the Missing Links in Odisha
Browsing Tag

Telengana

ମାସ୍କ ନ ପିନ୍ଧିଲେ ଯିବେ ଜେଲ୍

ହାଇଦ୍ରାବାଦ: ପୁଣି କଲବଲ କଲାଣି କରୋନା। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଦେଶରେ ୬୦ ହଜାର ଟପି ସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁଡ଼ିକ…

ବର୍ଷା ବିଭିଷୀକା: ଆନ୍ଧ୍ର,…

ତେଲେଙ୍ଗାନା: ଲଗାଣ ବର୍ଷା କାରଣରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଇଛି। ବର୍ଷା କାରଣରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବାସହ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଫଳରେ ତେଲେଙ୍ଗାନାରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୦ ଜଣଙ୍କ…

ମେ ୨୯ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି…

ହାଇଦ୍ରାବାଦ: ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କରେନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ନଜରରେ ରଖି ମେ ୧୭ ଯାଏ ବୃଦ୍ଧି ପାଇଛି ଲକ୍‌ଡାଉନ୍‌ ଅବଧି। ହେଲେ ଏହାରି ମଧ୍ୟରେ ତେଲେଙ୍ଗାନାରୁ ଆସିଛି ବଡ଼ ଖବର। ୨୯ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି ତେଲେଙ୍ଗାନା ସରକାର। ଏନେଇ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି…

୭ ମେ’ ପର୍ଯ୍ୟନ୍ତ ଲକ୍‌ଡାଉନ୍‌…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌କୁ ପ୍ରତିହତ କରିବା ପାଇଁ ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତ୍ବ। ଏଥିପାଇଁ ଏହି ମହାମାରୀରର ମୁକାବିଲା ପାଇଁ ପ୍ରଥମେ ଏପ୍ରିଲ ୧୪ ଏବଂ ପରେ ୩ ମେ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହାରି ମଧ୍ୟରେ ତେଲେଙ୍ଗାନା ସରକାର ରାଜ୍ୟରେ…

ସୁଧୁରୁନାହାନ୍ତି ଧର୍ମାନ୍ଧ: ଭବ୍ୟ…

ହାଇଦ୍ରାବାଦ: ଦିଲ୍ଲୀର ନିଜାମୁଦ୍ଦିନ ଦରଘାରେ ମର୍କାଜା ଉତ୍ସବ ପରେ ବ୍ୟାପକ କରୋନା ସଂକ୍ରମଣ ଦେଶରେ ଭୟର ବାତାବରଣ ଜାରି ରଖିଥିବା ବେଳେ ପୁଣି ଧର୍ମରେ ଅନ୍ଧ ହୋଇ କଟକଣାକୁ ଆଖିଠାର ମାରିଛନ୍ତି ତେଲେଙ୍ଗାନାର ଦୁଇ ମନ୍ତ୍ରୀ। ଦେଶବ୍ୟାପୀ ଲକ୍‌ଡାଉନ୍‌ ସତ୍ତ୍ବେ ଆଜି ଏହି ଦୁଇ ମନ୍ତ୍ରୀ ରାମନବମୀ ସମାରୋହ…

ତେଲେଙ୍ଗାନା ଏପ୍ରିଲ ୭ ସୁଦ୍ଧା କରୋନା…

ହାଇଦ୍ରାବାଦ: ମହାମାରୀ କରୋନ ଭାଇରସ୍‌ର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକଡାଉନ ହୋଇଛି। କରୋନାର ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ବଡ଼ ବୟାନ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସେ…

ଲକ ଡାଉନ ନିୟମ ମାନନ୍ତୁ, ନଚେତ…

ହାଇଦ୍ରାବାଦ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ଆଜିଠୁ ୨୧ ଦିନ ଯାଏ ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏହି ଲକ ଡାଉନକୁ ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ବାନ କରିଛନ୍ତି। ରାଜ୍ୟରେ ପୋଲିସକୁ ଅନେକ ଲୋକ…

ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଭଗବାନ ମାନି…

ନୂଆଦିଲ୍ଲୀ: ଆସନ୍ତା ୨୪ରେ ୨ଦିନିଆ ଗସ୍ତରେ ଭାରତ ଗସ୍ତରେ ଆସିବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍। ଏହାବ୍ୟତୀତ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ମଧ୍ୟ ୨ଦିନିଆ ଗସ୍ତରେ ଭାରତ ଆସିବେ। ଉଭୟେ ଫେବୃଆରୀ ୨୪ ଓ ୨୫ରେ ଭାରତ ଗସ୍ତରେ ଆସିବେ। ଏହି ସମୟରେ ଟ୍ରମ୍ପ ଅହମ୍ମଦାବାଦ, ଦିଲ୍ଲୀ ଓ…

ତେଲେଙ୍ଗାନାର ଏକ ଇଟାଭାଟିରୁ ଓଡ଼ିଆ…

ଭୁବନେଶ୍ୱର : ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୧୫ଜଣ ଶ୍ରମିକ ଏବଂ ତାଙ୍କ ସହିତ ସେମାନଙ୍କର ଶିଶୁ ମାନଙ୍କୁ ତେଲେଙ୍ଗାନା ବେଗୁମ୍ପେଟ ଜିଲ୍ଲାର ପେଡ଼ାପଲ୍ଲି ଅଂଚଳରେ ଜଣେ ଠିକାଦାର ସେମାନଙ୍କୁ ମଜୁରି ନଦେଇ ଯୋର ଜବରଦସ୍ତ ଅଟକାଇ କାମ କରାଉଥିଲେ ଏବଂ ଓଡ଼ିଶା ମୋ ପରିବାରର ହସ୍ତକ୍ଷେପ ପରେ ଆଜି ସେମାନଙ୍କୁ…

ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲା…

ବିଶାଖାପଟନମ: ଅବଦୁଲ୍ଲାପୁରମେଟ୍ ତହସିଲଦାର ଅଫିସରେ ଦେଖିବାକୁ ମିଳିଛି ଅଘଟଣ। ଅଫିସରେ କାର୍ଯ୍ୟ କରୁଥିବା ବେଳେ ମହିଳା ତହସିଲଦାରଙ୍କୁ ଜଣେ ଦୁର୍ବୃତ୍ତ ଜିଅନ୍ତା ଜାଳି ଦେଇଛି। ଏହାରି ଫଳରେ ମହିଳା ତହସିଲଦାରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଇବ୍ରାହିମ୍‌ପଟନମ୍‌ର ରେଭିନ୍ୟୁ ଡିଭିଜନାଲ ଅଫିସର…