Odisha Link
Bridging the Missing Links in Odisha
Browsing Tag

Telkoi

ଧାନ ଅମଳ ବେଳେ କଟିଲା ହାତ, ଚାଷି ଗୁରୁତର

ତେଲକୋଇ: ବିଲରେ ଧାନ ଅମଳ କରୁଥିବା ସମୟରେ ଏକ ଅଭାବନାୟ ଘଟଣା ଘଟିଛି। ଏହି ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ସମାକୁଦ ଗାଁରେ ଘଟିଛି। ଜଣେ ଚାଷୀ ବିଲରେ ଧାନ ଅମଳ କରୁଥିବା ବେଳେ ମେସିନରେ ହାତ କଟିଯାଇ ଗୁରୁତର ହୋଇପଡିଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ…

ପୋଲରୁ ତଳକୁ ଖସିଲା ବାଇକ୍ ଚାଳକ ମୃତ

ତେଲକୋଇ:  ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା କରଦାଙ୍ଗି ଗାଁ ଘୁରୁଡିଆ ରେ ଘଟିଛି। ମୃତକ ହେଲେ କ୍ଷେତ୍ରାମୁଣ୍ଡା ସାହିର ଶ୍ୟାମ ମୁଣ୍ଡା। ବାଇକଟି ନାଳ ତଳକୁ ଖସି ଯାଇ ଏହି ଦୁର୍ଘଟଣାଟି ହୋଇଥିଲା। ନାଳ ପୋଲରୁ ତଳକୁ…

ନିଆଁରେ ପୋଡ଼ି ବୃଦ୍ଧା ଗୁରୁତର

ତେଲକୋଇ: ନିଆଁ ପୁଇଁବା ସମୟରେ ଲୁଗାରେ ନିଆଁ ଲାଗି ବୃଦ୍ଧା ଗୁରୁତର। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କୁଣ୍ଢେଇହତା ଗାଁରେ ଘଟିଛି ଏଭଳି ଘଟଣା। ଡମଣୀ ରାଉତ ନାମ୍ନୀ ଜଣେ ବୃଦ୍ଧା ଚୁଲିରେ ନିଆଁ ପୁଇଁବା ବେଳେ ତାଙ୍କ ଲୁଗା କାନିରେ ନିଆଁ ଲାଗିଯାଇଥିଲା। ସେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ବେଳେ ନିକଟରେ…