ଆତଙ୍କବାଦୀଙ୍କୁ କ୍ଷମା ନାହିଁ : ଟ୍ରମ୍ପ୍
ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ। ସେ କହିଛନ୍ତି, ଇସଲାମିକ ଆତଙ୍କବାଦ ସମଗ୍ର ବିଶ୍ବ ଲାଗି ବିପଦ। ଆମେରକା ଓ ଭାରତ ମିଶି ଇସଲାମିକ୍ ଆତଙ୍କବାଦକୁ…