Odisha Link
Bridging the Missing Links in Odisha
Browsing Tag

Terrorist dead

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ନିଜ ଜାଲରେ…

ମାଲକାନଗିରି: ନିଜ ଜାଲରେ ନିଜେ ଫସିଲେ ନକ୍ସଲ। ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିବା ବେଳେ ବିସ୍ଫୋରଣ ଘଟିଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ବେଚାପାଲ-ହେରିପାଲ୍ ରାସ୍ତାରେ ଏହି ବିସ୍ଫୋରଣ ଘଟିଛି। ରାସ୍ତା ନିର୍ମାଣ କାର୍ଯ୍ୟର ସୁରକ୍ଷା ଦାୟିତ୍ବରେ ଥିବା ଯବାନଙ୍କୁ ଟାର୍ଗେଟ…

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ…

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାମୁହିଁ। ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଏନକାଉଣ୍ଟର। ଏନକାଉଣ୍ଟରରେ ୪ ଆତଙ୍କବାଦୀ ମୃତ। ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରିଥିଲେ ସୁରକ୍ଷାକର୍ମୀ। ଏହାପରେ ଗୁରୁବାର…

ଶ୍ରୀନଗରରେ ଏନ୍‌କାଉଣ୍ଟର: ୩ ଆତଙ୍କୀ…

ଶ୍ରୀନଗର: ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ୩ ଆତଙ୍କୀ ନିହତ, ଦୁଇଜଣ ସିଆରପିଏଫ୍ ଅଫିସର ଆହତ। ଆଜି ସକାଳୁ ଶ୍ରୀନଗରର ବଡମଲନୁ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦାସୂଚନା ମିଳିବା ପରେ ଆରମ୍ଭ ହୋଇଛି ଅପରେସନ। ଏହି ଅଞ୍ଚଳରେ ଆଖପାଖ ସ୍ଥାନକୁ ପୁରା କର୍ଡନ କରି ରଖିଛି ସେନା। ପ୍ରେତ୍ୟକ ଛକ…