ଟିମ୍ ଇଣ୍ଡିଆକୁ ଝଟକା: ଟେଷ୍ଟ ସିରିଜରୁ…
ସିଡନୀ: ବର୍ଡର-ଗାଭାସ୍କର ସିରିଜର ତୃତୀୟ ମ୍ୟାଚ ପୂର୍ବୁ ଟିମ୍ ଇଣ୍ଡିଆକୁ ଝଟକା। ସିଡନୀ ଟେଷ୍ଟ ପୂର୍ବରୁ ଆଉ ଜଣେ ଭାରତୀୟ ଖେଳାଳି ଆହତ ହୋଇ ଟିମରୁ ବାଦ ପଡ଼ିଛନ୍ତି। ଟେଷ୍ଟ ସିରିଜ ପୂର୍ବରୁ ଦିନିକିଆ ଓ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର ବ୍ୟାଟସମ୍ୟାନ୍ କେ ଏଲ୍ ରାହୁଲ ଟେଷ୍ଟ…