କରୋନା: ୫୦ ହଜାର ଟେଷ୍ଟିଂ କିଟ୍ ଅର୍ଡର…
ଭୁବନେଶ୍ବର: ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଉ ୫୦ ହଜାର କରୋନା ପରୀକ୍ଷଣ କିଟ୍ କିଣିବା ପାଇଁ ଅର୍ଡର ଦେଇଛନ୍ତି। ଏହା ଛଡ଼ା ଓଡ଼ିଶାରେ ଅଧିକ ସ୍ଥାନରେ ପରୀକ୍ଷଣ କେନ୍ଦ୍ର ଖୋଲିବା ପାଇଁ ସରକାର ନୂଆଦିଲ୍ଲୀର ଇଣ୍ଡିଆନ କାଉନ୍ସିଲ ଫର ମେଡିକକାଲ ରିସର୍ଚ୍ଚକୁ ଅନୁମତି ମାଗିଛନ୍ତି।
ଆଜି ଓଡ଼ିଶା…