Odisha Link
Bridging the Missing Links in Odisha
Browsing Tag

Testing Kit

କରୋନା: ଚାଇନା ଟେଷ୍ଟ କିଟ୍ ପାଇଁ ଭାରତ…

ନୂଆଦିଲ୍ଲୀ: କରୋନାଭାଇରସ୍ ପରୀକ୍ଷଣରେ ବ୍ୟବହୃତ ଚାଇନାର ରାପିଡ୍ ଆଣ୍ଟିବଡି ଟେଷ୍ଟ କିଟ୍ ପାଇଁ ଭାରତ ଅଧିକ ଦୁଇଗୁଣ ମୂଲ୍ୟ ଦେଇଛି। ଏହି ପରୀକ୍ଷଣ କିଟ୍ ଭୁଲ ଫଳାଫଳ ଦେବା ପରଠାରୁ, ଅନେକ ରାଜ୍ୟ ବର୍ତ୍ତମାନ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଭାରତୀୟ ବିତରକ ରିଅଲ ମେଟାବୋଲିକ୍ସ କୋଭିଡ -୧୯…

ସରକାରଙ୍କ ବଡ଼ ନିଷ୍ପତ୍ତି: ଫେରସ୍ତ ହେବ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଭାରତକୁ ଆସିଥିବା ଖରାପ ଆଣ୍ଟିବଡି ଟେଷ୍ଟ କିଟ୍‌କୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଖରାପ ଆଣ୍ଟିବଡି ଟେଷ୍ଟ କିଟ୍‌ ଗୁଡ଼ିକ ଯେଉଁ ଦେଶର ଆସିଛି ସେହି ଦେଶକୁ ଫରୋଇ ଦିଆଯିବ। ସେହି ମଧ୍ୟରେ…

ଦେଶର ୩୨୫ଟି ଜିଲ୍ଲାରେ କରୋନା ସଂକ୍ରମଣ…

ନୂଆଦିଲ୍ଲୀ: ପ୍ରତିଦିନ ଭଳି ଆଜି ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ଯେ,  ଦେଶରେ ଲକ୍‌ଡାଉନ୍‌ର ସୁଫଳ ଧୀରେ ଧୀରେ ଦେଖିବାକୁ ମିଳୁଛି। ଦେଶରେ…

କରୋନା: ଓଡ଼ିଶାରେ ପହଞ୍ଚିଲା ୩୫୦୦ କେଜି…

ଭୁବନେଶ୍ବର: କୋଭିଡ୍-୧୯ ପରୀଷଣ କିଟ୍‌ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସାମଗ୍ରୀ ଭୁବନେଶ୍ବରରେ ପହଞ୍ଚିଛି। ସୋମବାର ସଂଧ୍ୟାରେ ୩,୫୦୦ କେଜିର ସ୍ବାସ୍ଥ୍ୟ ସାମଗ୍ରୀ ସହ ଧରି ଭାରତୀୟ ବାୟୁସେନାର ଏକ ବିମାନ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲା ବିମାନଟି ଚେନ୍ନାଇ ନିକଟସ୍ଥ ତାମ୍ବାରାମ ଏୟାର…

କରୋନା: ୫୦ ହଜାର ଟେଷ୍ଟିଂ କିଟ୍‌ ଅର୍ଡର…

ଭୁବନେଶ୍ବର: ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଉ ୫୦ ହଜାର କରୋନା ପରୀକ୍ଷଣ କିଟ୍‌ କିଣିବା ପାଇଁ ଅର୍ଡର ଦେଇଛନ୍ତି। ଏହା ଛଡ଼ା ଓଡ଼ିଶାରେ ଅଧିକ ସ୍ଥାନରେ ପରୀକ୍ଷଣ କେନ୍ଦ୍ର ଖୋଲିବା ପାଇଁ ସରକାର ନୂଆଦିଲ୍ଲୀର ଇଣ୍ଡିଆନ କାଉନ୍‌ସିଲ ଫର ମେଡିକକାଲ ରିସର୍ଚ୍ଚକୁ ଅନୁମତି ମାଗିଛନ୍ତି। ଆଜି ଓଡ଼ିଶା…