Odisha Link
Bridging the Missing Links in Odisha
Browsing Tag

three-arrested

ସିବିଆଇ ରେଡ୍: ୩ଗିରଫ, ବିପୁଳ ଟଙ୍କା ଜବତ

ଓଏଲ୍‌ ବ୍ୟୁରୋ: ସିବିଆଇ ରେଡ୍ ଘଟଣାରେ ୩ ଗିରଫ । ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା ଓ ପଶ୍ଚିମବଙ୍ଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ପ୍ରଦୀପ ମହାନ୍ତି ଓ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଗିରଫ। ଆଜି ଚଢ଼ାଉ ବେଳେ ଦେବଦତ୍ତ ମହାପାତ୍ରଙ୍କ ଘରୁ ଜବତ ହୋଇଛି ବିପୁଳ ଟଙ୍କା ଓ ସୁନା।…

ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଇ ୩ ଗିରଫ

ତେଲକୋଇ: ଶିକାର ଉଦ୍ଦେଶରେ ଜଙ୍ଗଲରେ ନିଆଁ ଲଗାଇଥିବା ୩ ଜଣଙ୍କୁ ଗିରଫ କରିଛି ତେଲକୋଇ ବନ ବିଭାଗ । ସେମାନେ ହେଲେ ଯୁଗଳ ଜୁଆଙ୍ଗ, ରଞ୍ଜନ ଜୁଆଙ୍ଗ ଓ ଗୋର୍ବଦ୍ଧନ ଜୁଆଙ୍ଗ। ସେମାନଙ୍କଠାରୁ ୩ଟି ଧନୁ ତୀର ମଧ୍ୟ ଜବତ କରାଯାଇଛି। ଶିକାରୀଙ୍କ ଆକ୍ରମଣରେ ବିମଳା ଫରେଷ୍ଟ ବିଟର ଜଣେ କର୍ମଚାରୀ ମଧ୍ୟ ଆହତ…

ଜୟପୁର ହତ୍ୟା ଘଟଣାର ପର୍ଦ୍ଦାଫାଶ: ୩…

ଜୟପୁର : ପଟ୍ଟାଙ୍ଗୀ ପୁଲିସ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି। ଜଣେ ସୁପାରୀ କିଲରଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ଠାରୁ ହତ୍ୟା କରିଥିବା ସାମଗ୍ରୀ, ଗୋଟିଏ କାର୍, ଗୋଟିଏ ବୁଲେଟ୍ ସହ କିଛି ଗ୍ଲୋଭସ ମଧ୍ୟ ଜବତ ହୋଇଛି । ସୂଚନା ଅନୁସାରେ, ଅନୀଲଙ୍କ ଭାଇ ସୁନୀଲ…