‘ଥ୍ରୀଲର’ ଫିଲ୍ମ ବିରୋଧରେ…
ନବରଙ୍ଗପୁର: ବଲିଉଡ୍ର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶୀତ ଫିଲ୍ମ 'ଥ୍ରୀଲର' ଫିଲ୍ମ ବିରୋଧରେ ଏତଲା। ଏହି ଫିଲ୍ମ ବିରୋଧରେ ଏତଲା ଦେଇଛନ୍ତି ହିନ୍ଦୁ ଏକତା ବାହିନୀ। ଫିଲ୍ମର ଟ୍ରେଲରେ ପ୍ରଦର୍ଶିତ ଅଶ୍ଳୀଳତାକୁ ଦୃଷ୍ଟରେ ରଖି ହିନ୍ଦୁ ଏକତା ବାହିନୀ ଫିଲ୍ମ ବିରୋଧରେ ଏତଲା…