ବାଘକୁ ମାରି ରାନ୍ଧି ଖାଇଲେ ମାଂସ
ନୂଆଦିଲ୍ଲୀ: ବାଘକୁ ମାରି ରାନ୍ଧି ଖାଇଲେ ମାଂସ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କେରଳର ଇଡୁକ୍କି ଜିଲ୍ଲାରେ। ବାଘକୁ ମାରି ତାର ମାଂସ ଖାଇବା ନେଇ ୫ଜଣ ସାଙ୍ଗଙ୍କ ବିରୋଧରେ ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଗତ ବୁଧବାର ଦିନ ବାଘକୁ ମାରି ତାର ମାଂସ ଖାଇଥିବା ଘଟଣା ଘଟିଛି। ଇଡୁକ୍କିରେ ବସବାସ…