ଦେଢ଼ ମାସ ପରେ ଜେଲ୍ରୁ ମୁକୁଳିଲେ ଦିଲ୍ଲୀ…
ଓଏଲ୍ ବ୍ୟୁରୋ: ପ୍ରାୟ ୫୦ ଦିନ ପରେ ଜେଲ୍ରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୁପ୍ରିମ ଆଶ୍ବସ୍ତି ମିଳିବା ପରେ ଅନ୍ତରୀଣ ଜାମିନରେ ବାହାରକୁ ବାହାରିଛନ୍ତି କେଜ୍ରିଓ୍ବାଲ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ…