ଶୀତ ଦିନେ ରାଶି ଖାଇବାର ଫାଇଦା…
ସାଧାରଣତଃ ରାଶିକୁ କୌଣସି ସ୍ନାକ୍ସର ସ୍ବାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଏ। ଅନେକ ଲୋକେ ରାଶିରେ ଲଡୁ ତିଆରି କରି ମଧ୍ୟ ଖାଇଥାନ୍ତି। ରାଶିରେ ଥିବା ଲିସାଟୁରେଟେଡ୍ ଫ୍ୟାଟି ଏସିଡ୍, ଓମେଗା-6, ଫାଇବର, ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ଶରୀର ପାଇଁ ଅନେକ ଲାଭଦାୟକ। ତେବେ ଶୀତ ଦିନେ…