ବାରବାଟୀ ଦିନିକିଆ ପାଇଁ ୧୫ ମିନିଟ୍ରେ…
କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମ୍ରେ ଖେଳା ହେବାକୁ ଥିବା ଭାରତ ଓ ଓ୍ବେଷ୍ଟେଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ଗତକାଲି ଅନ୍ଲାଇନ୍ ଟିକଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ବିକ୍ରି ଆରମ୍ଭ ହେବାର ୧୫ ମିନିଟ୍ ମଧ୍ୟରେ ସମସ୍ତ ଗ୍ୟାଲେରି ଟିକେଟ୍ ଶେଷ ହୋଇଯାଇଥିଲା। ଏପରିକି ସଂଧ୍ୟା ୭ଟା…