ଟୋକିଓରେ ପ୍ରବୀଣଙ୍କ କମାଲ, ହାଇଜମ୍ପରେ…
ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ। ଶୁକ୍ରବାର ଦିନ ଭାରତକୁ ମିଳିଲା ଆଉ ଏକ ପଦକ। ହାଇଜମ୍ପରେ ଭାରତର ପ୍ରବୀଣ କୁମାର ଜିତିଲେ ରୌପ୍ୟ ପଦକ।
https://twitter.com/Tokyo2020hi/status/1433625871726923776
ଟି୬୪ ବର୍ଗରେ ୨.୭ ମିଟର ସହ ରୌପ୍ୟ ପଦକ…