ଗାଡ଼ି ବୀମା ନଥିଲେ ଚାଳକ ଗଣିବେ ତଣ୍ଡ,…
ଓଏଲ୍ ବ୍ୟୁରୋ: ଆଜିଠୁ ପରିବହନ ବିଭାଗ ଲାଗୁ କରିଲା କଡ଼ା ନିୟମ। ଆଜିଠୁ ଇ-ଡିଟେକ୍ସନ ପ୍ରକ୍ରିୟାରେ ଯୋଡ଼ି ହେବ ବୀମା। ଗାଡିରେ ବୀମା ନଥିଲେ ଟୋଲ ଗେଟରେ ଧରାପଡିବେ ଗାଡ଼ି ଚାଳକ। ବୀମା ନଥିଲେ ସମ୍ପୃକ୍ତ ଗାଡି ବିରୋଧରେ ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ। ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ…