ମାସେ କୋହଳ ହେଲା ଫାସ୍ଟ୍ୟାଗ୍
ନୂଆଦିଲ୍ଲୀ: ଜାତୀୟ ରାଜପଥର ଟୋଲ୍ ଗେଟ୍ ଗୁଡ଼ିକରେ ଫାସ୍ଟ୍ୟାଗ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ସମୟ ସୀମାକୁ ପୁଣି କେନ୍ଦ୍ର ସରକାର ବଢ଼ାଇଛନ୍ତି। ଦେଶରେ ଫାସଟ୍ୟାଗ୍ ଷ୍ଟିକର ଅଭାବ ଥିବା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଜାତୀୟ ରାଜପଥର ସମସ୍ତ ଟୋଲ ପ୍ଲାଜା ଲେନ୍କୁ ଡିସେମ୍ବର ୧ ତାରିଖରୁ…