Odisha Link
Bridging the Missing Links in Odisha
Browsing Tag

Traffic Rule

ଶ୍ରୀଜିଉଙ୍କ ସୁନାବେଶ ପାଇଁ ଟ୍ରାଫିକ୍…

ଓଏଲ୍‌ ବ୍ୟୁରୋ: ଶ୍ରୀଜିଉଙ୍କ ସୁନାବେଶ ଦେଖିବା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଉ ମାତ୍ର କିଛି ସମୟର ଅପେକ୍ଷା ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀବିଗ୍ରହ। ଦାରୁଦିଅଁଙ୍କ ଏହି ଅପୂର୍ବ ସୁନା ବେଶ ଦେଖିବା ପାଇଁ ପୁରୀକୁ ଚାରିଆଡ଼ୁ ଛୁଟିଲେଣି ଶ୍ରଦ୍ଧାଳୁ ଓ ଭକ୍ତ। ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ…

ଭୁବନେଶ୍ବରରେ ୫ ଘଣ୍ଟାର ଟ୍ରାଫିକ କଟକଣା,…

ଓଏଲ୍‌ ବ୍ୟୁରୋ: ଆଜି ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଅପରାହ୍ନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶପଥ ଗ୍ରହଣ ସମାରୋହ ଓ ପ୍ରଧାନମନ୍ତ୍ରୀଙ୍କ…

ଟ୍ରକ୍‌ ଡ୍ରାଇଭରଙ୍କୁ ହେଲମେଟ୍‌ ଫାଇନ୍

ଗଞ୍ଜାମ: ଟ୍ରକ୍‌ ଡ୍ରାଇଭରଙ୍କୁ ହେଲମେଟ୍‌ ପାଇଁ‌ ଫାଇନ୍। ଏଭଳି ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମ୍ନାକୁ ଆସିଛି। କରୋନା ମହାମାରୀ କାରଣରୁ ନୂଆ ଟ୍ରାଫିକ୍‌ ନିୟମକୁ କେହାଳ କରାଯାଇଥିବା ବେଳେ ଏବେ କ୍‌ଡାଉନ୍‌ ହଟିବା ପରେ ପୁଣି ଗାଡ଼ି ଚେକିଂକୁ କଡ଼ା କଡ଼ି କରାଯାଇଛି। ମାତ୍ର ହେଲମେଟ୍‌ ପାଇଁ ଟ୍ରକ୍‌…

ଟ୍ରାଫିକ୍‌ ନିୟମକୁ ଫୁ କଲେ ନେତା, ବିନା…

ଭୁବନେଶ୍ବର: ଏମିତି ଦିନ ଥିଲା ନୂଆ ଟ୍ରାଫିକ୍‌ ନିୟମକୁ ନେଇ ରାଜ୍ୟସାରା ଭୟର ଲହରୀ ଖେଳି ଯାଇଥିଲା। ନୂଆ ଟ୍ରାଫିକ୍‌ ନିୟମ ଅନୁଯାୟୀ ଟ୍ରାଫିକ୍‌ ନିୟମ ଉଲଂଘନକାରୀଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ୁଥିଲା। ଏଭଳିକି ଟ୍ରାଫିକ୍‌ ନିୟମ ଭାଙ୍ଗିବାରୁ ଜନସାଧାରଣ ମୋଟା ଅଙ୍କର ଜୋରିମାନା ମଧ୍ୟ…

କଡ଼ା ଆଇନ କମାଇଲା ଦୁର୍ଘଟଣା!

ଭୁବନେଶ୍ୱର: ରାଜ୍ୟରେ ଲାଗୁ କରାଯାଇଥିବା ନୂତନ ମୋଟର ଯାନ ଆଇନ ଦୁର୍ଘଟଣା କମାଇବାରେ ସକ୍ଷମ ହୋଇଛି। ଏହି ନୂତନ ଆଇନ ଦ୍ୱାରା ଦୁର୍ଘଟଣା କମିଛି। ଗତବର୍ଷ ତୁଳନାରେ ଏବର୍ଷ ୪.୫% ଦୁର୍ଘଟଣା କମିଥିବା ରିପୋର୍ଟ ପ୍ରକାଶ ପାଇଛି। ଦୁର୍ଘଟଣାରେ ମୃତ୍ୟୁହାର ମଧ୍ୟ ୧୨ ପ୍ରତିଶତ କମିଥିବା ରିପୋର୍ଟରେ ପ୍ରକାଶ…

କାଲିଠୁ କଡ଼ାକଡି ହେବ ଟ୍ରାଫିକ ନିୟମ,…

ଭୁବନେଶ୍ବର: ୩ମାସ ପରେ ଆସନ୍ତାକାଲିଠୁ ସାରା ରାଜ୍ୟରେ କଡାକଡି ହେବ ଟ୍ରାଫିକ ନିୟମ। ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ କାଲିଠୁ ଆଉ ନିସ୍ତାର ନାହିଁ। ଏହା ସତ୍ତ୍ୱେ ମଦୁଆ ଗାଡ଼ି ଚାଳକମାନେ ସାବାଡ଼ ହେଉ ନାହାନ୍ତି। ମଦ ପିଇ ମନ ଇଚ୍ଛା ଗାଡ଼ି ଚଳାଉଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା…

ଟ୍ରାଫିକ୍‌ ନିୟମକୁ ଫୁ: ରାସ୍ତାରେ…

ରାଉରକେଲା: ସାରା ଦେଶରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଛି। ଯାହାଫଳରେ ଟ୍ରାଫିକ୍‌ ନିୟମକୁ ବହୁତ କଡ଼ାକଡ଼ି କରାଯାଇଛି। ଏପରିକି ଆଇନ ଉଲ୍ଲଂଘନ କଲେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି। ଅବଶ୍ୟ ରାଜ୍ୟରେ ତିନି ମାସ ପାଇଁ ଜୋରିମାନା ଆଦାୟକୁ କୋହଳ କରାଯାଇଛି। ଆଉ ଏହାର ଫାଇଦା ନେଉଛନ୍ତି ଯୁବ…

ଚର୍ଚ୍ଚାରେ ମହିଳାଙ୍କ ସାହସିକ କାର୍ଯ୍ୟ,…

ଥିରୁଅନନ୍ତପୁରମ୍‌: ଆଜିକାଲି ସମୟରେ ସମସ୍ତଙ୍କ ପାଖରେ ସମୟର ଅଭାବ। ସେଥିପାଇଁ ରାସ୍ତାରେ ଯିବା ସମୟରେ ଦେଖିବାକୁ ପାଇବେ ଅନେକ ଲୋକ ରଙ୍ଗ ରୁଟରେ ଯାଇଥାନ୍ତି। ଯଦି ଆପରଙ୍କ ସାମ୍ନାରେ କେହି ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇଲେ ଆପଣ କ’ଣ କରିଥାନ୍ତେ କୁହନ୍ତୁ। ଅତି ବେଶିରେ ଆପଣ ସେହି ବ୍ୟକ୍ତି ବା ଗାଡ଼ି…

ସରକାରୀ ବାବୁଙ୍କ ପାଇଁ ନୂଆ ଟ୍ରାଫିକ୍‌…

ବ୍ରହ୍ମପୁର: ଗୋଟିଏ ପଟେ ସରକାରୀ ବାବୁ ଆଇନ ଉଲଘଂନ କାରୀଙ୍କ ଠାରୁ ଫାଇନ ଆଦାୟ କରି ଆଇନ୍‌ ପାଠ ପଢାଉଛନ୍ତି। ହେଲେ ଅପରପକ୍ଷେ ନିଜେ ଆଇନର ନିୟମକୁ ଉଲଂଘନ କରୁଛନ୍ତି ସରକାରୀ ବାବୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଅଞ୍ଚଳରେ। ଯାହା ଏବେ ସୋଶିଆଲ ମଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି…

ସରକାରୀ ଗାଡ଼ିର କାଗଜପତ୍ର ତନଖି କଲେ…

ଭୁବନେଶ୍ବର: ଭୁବନେଶ୍ବରରେ ତାତିଲେ ଲୋକ। ରାଜଧାନୀ ଭୁବନେଶ୍ବର ରାଜମହଲ ଛକରେ ସରକାରୀ ଗାଡ଼ିକୁ ତନଖି କରିଛନ୍ତି ସାଧାରଣ ଜନତା। ମୋ ବସ୍, ବିଏମସି ଗାଡ଼ି ଓ ପୁଲିସ୍‌ ଗାଡ଼ିକୁ ତନଖି କରିଛନ୍ତି ଉତ୍ୟକ୍ତ ଲୋକ। ସରକାରୀ ଗାଡ଼ିକୁ ତନଖି ନକରିବା ଅଭିଯୋଗରେ ସାଧାରଣ ଲୋକ ରାଜମହଲ ଛକରେ ଆଜି ସରକାରୀ ଗାଡ଼ିକୁ…