Odisha Link
Bridging the Missing Links in Odisha
Browsing Tag

TRAI

ନଭେମ୍ବରରେ ୪ଜି ଡାଉନଲୋଡ ସ୍ପିଡ୍‌ରେ ଜିଓ…

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ୪ଜି ଡାଉନଲୋଡ୍‍ ସ୍ପିଡ ତାଲିକାରେ ଚଳିତ ବର୍ଷ ନଭେମ୍ବରରେ ୪ଜି ଡାଉନଲୋଡ୍‍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି ୨୦.୮ ମେଗାବିଟ୍‍ (ଏମବିପିଏସ୍‍) ସ୍ପିଡ୍‍ ସହିତ ପୁଣିଥରେ ଶୀର୍ଷ ସ୍ଥାନ…

୪୦% ଗ୍ରାହକ ବଜାର ଅଂଶ ସହିତ ଜିଓ…

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ମୋବାଇଲ ଗ୍ରାହକ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜୁଲାଇ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୨.୧୫ ଲକ୍ଷ ନୂଆ ଗ୍ରାହକ ଯୋଗ କରିବା ସହିତ ରାଜ୍ୟରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଏକ ନମ୍ବର…

ସେପ୍ଟେମ୍ବରରେ ୪ଜି ଡାଉନଲୋଡ୍ ସ୍ପିଡ୍…

ନୂଆଦିଲ୍ଲୀ: ଭାରତୀୟ ଟେଲିକମ ନିୟାମକ ପ୍ରାଧୀକରଣ (ଟ୍ରାଇ) ପକ୍ଷରୁ ସେପ୍ଟେମ୍ବର ୨୦୨୦ ପାଇଁ ପ୍ରକାଶିତ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ଟାର୍ଟରେ ରିଲାଏନ୍ସ ଜିଓ ସବୁଠାରୁ ଆଗରେ ରହିଛି। ସେପ୍ଟେମ୍ବର ମାସରେ ଜିଓ ୧୯ ଦଶମିକ ୩ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ହାସଲ କରିଥିବା ଟ୍ରାଇ ପକ୍ଷରୁ ପ୍ରକାଶ…

ଶସ୍ତା ହେବ କେବୁଲ ସେବା

ନୂଆଦିଲ୍ଲୀ: ଏବେ ଟିଭି ଦେଖିବା ହେବ ଶସ୍ତା। ଗ୍ରାହକମାନେ କମ୍ ଟଙ୍କାରେ ଅଧିକ ଚ୍ୟାନେଲ୍‌ ଦେଖି ପାରିବେ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଟିଭି ଶୁଳ୍କ ନିୟମରେ ସଂଶୋଧନ କରାଯାଇଛି। ନୂଆ ନିୟମ ଅନୁସାରେ, ଯେକୌଣସି ପ୍ୟାକ୍ ବା ବୁକେରେ ରହୁଥିବା କୌଣସି ଚ୍ୟାନେଲ୍‌ର ଦାମ୍‌…

ଆସନ୍ତା ମାର୍ଚ୍ଚ-ଏପ୍ରିଲ୍‌ରେ ହେବ…

ନୂଆଦିଲ୍ଲୀ: ୨୦୨୦ ମାର୍ଚ୍ଚ-ଏପ୍ରିଲ୍‌ରେ ହେବ ସ୍ପେକ୍ଟ୍ରମ ନିଲାମ। ଏଥିପାଇଁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଯେଉଁ ପ୍ରସ୍ତାବ ଦେଇଥିବା ବେଳେ ଟେଲିକମ୍ ବିଭାଗ ଅନୁମୋଦନ ପ୍ରଦାନ କରିଛି। ସ୍ପେକ୍ଟ୍ରମ ନିଲାମରୁ ୫ ଲକ୍ଷ ୨୨ ହଜାର ୮୫୦ କୋଟି ଟଙ୍କା ମିଳିବ ବୋଲି ଆଶା ରଖାଯାଇଛି।…

ମୋବାଇଲ ଗ୍ରାହକ ବୃଦ୍ଧିରେ ଓଡ଼ିଶା ପ୍ରଥମ

ଭୁବନେଶ୍ବର: ଦେଶର ୨୨ଟି ଟେଲିକମ୍ ସର୍କଲ ମଧ୍ୟରୁ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ସେପ୍ଟେମ୍ବରରେ ସବୁଠୁ ଅଧିକ ରହିଛି। ଗ୍ରାହକଙ୍କ ସଂଖ୍ୟାରେ ୧.୧୩ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଓଡ଼ିଶା ପଛକୁ ପଞ୍ଜାବ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଆସାମ ତୃତୀୟ ସ୍ଥାନରେ ରହିଛି। ୨୨ଟି ଟେଲିଫୋନ ସର୍କଲ…