Odisha Link
Bridging the Missing Links in Odisha
Browsing Tag

Train

ଟ୍ରେନ୍‌ରେ ଛେପ ପକାଇଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ଏଣିକି ଟ୍ରେନରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଗଣିବାକୁ ପଡ଼ିବ ତଣ୍ଡ। ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ଦୃଷ୍ଟିରେ ରଖି ଆରପିଏଫ (ରେଲୱେ ସୁରକ୍ଷା ବଳ) ପକ୍ଷରୁ ଏପରି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରେଲୱେ ଷ୍ଟେସନ ଓ ଟ୍ରେନରେ ଯିବା ସମୟରେ ଯେଉଁମାନେ କରୋନା ନିୟମ…

ସନ୍ଧ୍ୟାରେ ପୁରୀରୁ ଗଡ଼ିବ ୩ଟି ଟ୍ରେନ୍

ପୁରୀ: ଆଜି ସନ୍ଧ୍ୟାରେ ପୁରୀରୁ ଗଡ଼ିବ ୩ଟି ଏକ୍ସପ୍ରସ୍‌ ଟ୍ରେନ୍। ଆଜି ଗଡ଼ିବାକୁ ଥିବା ଟ୍ରେନ୍‌ ଗୁଡ଼ିକ ହେଲା- ପୁରୀ- ଦୁର୍ଗ, ପୁରୀ- ଅହମ୍ମଦାବାଦ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ। କୋଭିଡ୍‌ ନିୟମ ମାନି ଏହି ୩ଟି ଟ୍ରେନ୍‌ ଚଳାଚଳ କରିବା ନେଇ ସୂଚନା ଦିଆଯାଇଛି।

ଏଣିକି ପୁରୀକୁ ଗଡ଼ିବ ଟ୍ରେନ୍‌

ଭୁବନେଶ୍ବର: ଟ୍ରେନ୍‌ ଚଳାଚଳ ଉପରେ ଲାଗିଥିବା କଟକଣା ରାଜ୍ୟ ସରକାର ହଟାଇବା ପରେ ପୂର୍ବତଟ ରେଳପଥ ପକ୍ଷରୁ ପଦ‌କ୍ଷେପ ନିଆଯାଇଛି। ଅକ୍ଟୋବର ପହିଲାରୁ ୧୦ଟି ସ୍ୱତନ୍ତ୍ର ଟ୍ରେନ୍‌ର ରହଣୀ ଷ୍ଟେସନ ସଂଖ୍ୟା ବଢ଼ିବା ସହ ପୁରୀକୁ ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଅନୁଯାୟୀ, ଆସନ୍ତା…

ଏଣିକି ରାଜ୍ୟରେ ସବୁ ଷ୍ଟେସନରେ ରହିବ…

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଟ୍ରେନ୍‌ ରହଣୀ ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ‌ଅବସ୍ଥାକୁ ଫେରୁଥିବାରୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ହଟାଯାଇଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ…

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

କଟକ: ଆଜି ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଥିବା ଖବର ମିଳିଛି। ଟ୍ରେନ୍‌ଟି ଭଦ୍ରକରୁ ଖୋର୍ଦ୍ଧା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ମାଲବାହୀ ଟ୍ରେନ୍‌ର ଗୋଟିଏ ବଗି ଲାଇନଚ୍ୟୁତ୍ ହୋଇଛି। ଏନେଇ ଖବର ପାଇ ରେଲେଓ୍ୱର ଟେକ୍ନିକାଲ ଟିମ ଓ ଆରପିଏଫ ଅଧିକାରୀ…

ଆଜିଠୁ ଦେଶରେ ଚାଲିବ ୮୦ଟି ନୂଆ ସ୍ପେଶାଲ…

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଅନଲକ୍‌-୪ ପର୍ଯ୍ୟାୟ ଚାଲିଛି। ଜୀବନ ସହ ଜୀବାକୁ ଗୁରୁତ୍ବ ଦେଇ ସରକାର କିଛି କଟକଣା କୋହଳ କରିଛନ୍ତି। ଆଜିଠୁ ଦେଶରେ ୮୦ଟି ସ୍ବତନ୍ତ୍ର ଚଳାଚଳ ଆରମ୍ଭ କରିଛି ଭାରତୀୟ ରେଳ ବିଭାଗ। ଏଥିପାଇଁ ଟିକେଟ୍‌ ରିଜର୍ଭେସନ୍ ପକ୍ରିୟା ୧୦ ସେପ୍ଟେମ୍ବରରୁ ଆରମ୍ଭ ହୋଇସାରିଛି। ଏହି…

ରାଜ୍ୟରେ ଚାଲିବ ୫ଟି ସ୍ପେଶାଲ ଟ୍ରେନ୍,…

ଭୁବନେଶ୍ବର: ଜୁନ୍‌ ୧ରୁ ସାରା ଦେଶରେ ୨୦୦ଟି ସ୍ପେଶାଲ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ଏଥିସହିତ ରାଜ୍ୟ ଭିତରେ ଚଳାଚଳ କରିବ ୫ଟି ସ୍ୱତନ୍ତ୍ର ଟ୍ରେନ୍। ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ,ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ସମ୍ବଲପୁର-ଖୋର୍ଦ୍ଧା ରୋଡ଼ ସମ୍ବଲପୁର,…

ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ

ପୁରୀ: ଆଗକୁ ପୁରୀରଥ ଯାତ୍ରା। ତା’ ପୂର୍ବରୁ ସ୍ନାନଯାତ୍ରା। ଏହି ସମୟରେ ସାଧାରଣତଃ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟେ। ହେଲେ ଏଥର ପରିସ୍ଥିତି ଭିନ୍ନ। କରୋନାକୁ ସଂକ୍ରମଣକୁ ନେଇ ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ୫ମ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରାଯିବାର ସମ୍ଭାବନା ମଧ୍ୟ…

ଆଜିଠୁ ଟ୍ରେନ୍‌ ଟିକେଟ୍‌ ବୁକିଂ, କେମିତି…

ଭୁବନେଶ୍ବର: ଲକ୍‌ଡାଉନ୍‌ କଟକଣା ମଧ୍ୟରେ ଦେଶବାସୀଙ୍କ ପାଇଁ ଖୁସି ଖବର। କାରଣ ଜୁନ୍‌ ପହିଲାରୁ ଭାରତୀୟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ନନ୍‌-ଏସି ଟ୍ରେନ୍‌ ଚଳାଚଳ କରିବ। ଏଥିପାଇଁ ଆଜିଠୁ କେବଳ ଅନଲାଇନ୍‌ (ଆଇଆରସିଟିସି ୱେବସାଇଟ୍‌)ରେ ଟିକେଟ୍‌ ବୁକିଂ କରାଯାଇପାରିବ।…

ଭଲ ଖବର: ଜୁନ ପହିଲାରୁ ଚାଲିବ ନନ୍-ଏସି…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ବିରୋଧ ଲଢ଼େଇ ମଧ୍ୟରେ ଭଲ ଖବର। ଜୁନ୍‌ ୧ ତାରିଖରୁ ସାରା ଦେଶରେ ୨୦୦ଟି ନନ୍‌ ଏସି ଟ୍ରେନ୍‌ ଚଳାଚଳ ଆରମ୍ଭ କରିବ। ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ। https://twitter.com/PiyushGoyal/status/1262767697441353728 ପ୍ରତିଦିନ ଦେଶରେ…