Odisha Link
Bridging the Missing Links in Odisha
Browsing Tag

Train

ରାଜ୍ୟ ସରକାର ଦେବେ ପ୍ରବାସୀ ଶ୍ରମିକଙ୍କ…

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ପାଇଁ ଭଲ ଖବର। ଏଣିକି ‘ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌’ରେ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ଟ୍ରେନ୍‌ ଭଡ଼ା ଓଡ଼ିଶା ସରକାର ଦେବେ। ସେମାନେ ଯେଉଁ ରାଜ୍ୟରୁ ଫେରୁଛନ୍ତି, ଯଦି ସେଠାକାର ରାଜ୍ୟ ସରକାର ଟିକେଟ୍‌ ଖର୍ଚ୍ଚ ନ ‌ଦେବେ, ତେବେ ଓଡ଼ିଶା ସରକାର ଏହି ଖର୍ଚ୍ଚ ବହନ…

ଆଜିଠୁ ଗଡ଼ିବ ଟ୍ରେନ୍

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌କୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ମେ ୧୭ ଯାଏ ସାରା ଦେଶ ଲକ୍‌ଡାଉନ୍। ହେଲେ ଲକ୍‌ଡାଉନ୍‌ କଟକଣା ମଧ୍ୟରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଗଡ଼ିବ ଟ୍ରେନ୍‌। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା…

ମେ’ ୧୨ରୁ ଦେଶବ୍ୟାପୀ ରେଳସେବା…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପାଇଁ ସାରା ଦେଶରେ ନିୟମିତ ଯାତ୍ରୀବାହୀ ରେଳ, ବିମାନ, ବସ୍‌ ଓ ଅନ୍ୟାନ୍ୟ ଯାନ ଯାତାୟତ ବନ୍ଦ ରହିଛି। ତେବେ ପହରଦିନ ଠାରୁ ପୁଣି ରେଳସେବା ଆରମ୍ଭ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଜଣାଇଛନ୍ତି। ଲକ୍‌ଡାଉନ୍‌ ସମୟରେ କେବଳ ଜରୁରୀ ମାଲ ପରିବହନ ପାଇଁ ସୀକିତ…

ମାଡ଼ିଗଲା ମାଲବାହୀ ଟ୍ରେନ୍, ଚାଲିଗଲା ୧୪…

ଔରଙ୍ଗାବାଦ: ଆଜି ସକାଳୁ ସକାଳୁ ଅଘଟଣ। ମାଲବାହୀ ଟ୍ରେନ୍‌ ଧକ୍କାରେ ୧୪ ଜଣ ପ୍ରବାସୀ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏବଂ ୫ ଜଣ ଗୁରୁତର ଆହାତ ହୋଇଛନ୍ତି। ଆହାତ ମାନଙ୍କୁ ଔରଙ୍ଗାବାଦ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ସକାଳ ୫ଟା ୧୫ ମିନିଟରେ ଏଭଳି ଅଘଟଣ ହୋଇଛି। ଏଭଳି ଘଟଣା…

୧୨୦୦ ଶ୍ରମିକଙ୍କୁ ଧରି କେରଳରୁ…

ଭୁବନେଶ୍ବର: କେରଳର ଏର୍ଣାକୁଲମ୍‌ରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଆଜି ଓଡ଼ିଶା ଅଭିମୁଖେ ବାହାରିବ। ଲକ୍‌ଡାଉନ୍‌ କାରଣରୁ କେରଳରେ ଅଟକି ରହିଥିବା ୧୨୦୦ ଓଡ଼ିଆ ଶ୍ରମିକ ଏଥିରେ ରାଜ୍ୟକୁ ଫେରିବେ। ଆଜି ସଂଧ୍ୟା ୬ଟାରେ ଏହି ସ୍ବତନ୍ତ୍ର ଟ୍ରେନ୍‌ ଏର୍ଣାକୁଲମ୍‌ ଜିଲ୍ଲାର ଅଲୁଭା ଷ୍ଟେସନ୍‌ରୁ ବାହାରିବ।…

କରୋନା ଭାଇରସ୍‌ ପାଇଁ ଭାରତୀୟ ରେଳର…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୪୯ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ଏପର୍ଯ୍ୟନ୍ତ ୮୭୩ ଜଣ ଏହି ମହାମାରୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷେ ଏହି ମହାମାରୀ କରୋନା ଭାଇରସର ମୁକାବିଲା…

ମାର୍ଚ୍ଚ ୩୧ ଯାଏଁ ଦେଶରେ ସବୁ ଟ୍ରେନ୍‌…

ନୂଆଦିଲ୍ଲୀ: କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଦେଶରେ ରେଳ ଚଳାଚଳ ଆଜି ଠାରୁ ବାତିଲ କରାଯାଇଛି। ଏହି ବାତିଲ ମାର୍ଚ୍ଚ ୩୧ ଯାଏଁ ଦେଶରେ କୌଣସି ଯାତ୍ରୀବାହୀ ଟ୍ରେନ୍‌ ଚାଲିବନାହିଁ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୨ ଜଣ ରେଳ ଯାତ୍ରୀଙ୍କ ଠାରେ କରୋନା ଭୂତାଣୁ ମିଳିବା ପରେ…

ଟ୍ରେନ ସଫା କଲେ ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ଭୂତାଣୁକୁ ନେଇ ଭୟ ଓ ସତର୍କତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ଡରରେ ସମସ୍ତଙ୍କୁ ସ୍ୱଚ୍ଛତା ବଜାୟ ରଖିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଘରେ ରହିବାକୁ ଏବଂ ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ କୁହାଯାଇଛି । ତେବେ ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ…

ଜନତା କର୍ଫ୍ୟୁ: ଆଜି ଗାଡ଼ି, ଟ୍ରେନ ଚଳାଚଳ…

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ଆରମ୍ଭ ହୋଇଛି ଜନତା କର୍ଫ୍ୟୁ। ସେହିପରି ଓଡ଼ିଶା ମଧ୍ୟ ଏଥିରେ ସାମିଲ ହୋଇଛି। ଜନତା କର୍ଫ୍ୟୁ ପାଇଁ ଆଜି ସମଗ୍ର ରାଜ୍ୟରେ ବନ୍ଦ ରହିଛି ଘରୋଇ ବସ୍ ସେବା। ପ୍ରାୟ ୧୪ ହଜାର ଘରୋଇ ବସ୍ ଗଡି ନାହିଁ। ଜନତା କର୍ଫ୍ୟୁ ପାଇଁ…

ଆଜି ୪୨୬ ଟ୍ରେନ୍‌ ବାତିଲ୍

ନୂଆଦିଲ୍ଲୀ: ଟ୍ରେନ୍ ଯୋଗେ ଯାତ୍ରା କରୁଥିବା ଲୋକଙ୍କୁ ଭାରତୀୟ ରେଳ ଏକ ବଡ଼ ଝଟ୍‌କା ଦେଇଛି। ଭାରତୀୟ ରେଳବାଇ (ଇଣ୍ଡିଆନ୍ ରେଲୱେ) ପକ୍ଷରୁ ବୁଧବାର ବାତିଲ୍ ହୋଇଥିବା ଟ୍ରେନ୍‌ର ତାଲିକା ପ୍ରକାଶ ପାଇଛି। ରେଳ ବିଭାଗ ଅନୁଯାୟୀ, ମାର୍ଚ୍ଚ ୧୧ତାରିଖରେ ୪୦୦ରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଛି। ଭାରତୀୟ…