Odisha Link
Bridging the Missing Links in Odisha
Browsing Tag

Train

ମହଙ୍ଗା ହେବ ଟ୍ରେନ୍‌ରେ ଖାଇବା ମୂଲ୍ୟ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ଚା’ ଜଳଖିଆ ଓ ଭୋଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଏଣିକି ଟ୍ରେନରେ ଯାତ୍ରା କରିବା ସମୟରେ ଚା’,ଜଳଖିଆ ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ଖାଲି ସେତିକି ନୁହେଁ ଟ୍ରେନ୍ ଟିକେଟ ବୁକିଂ ସମୟରେ ଏବାଦରେ ଅର୍ଥ ଦେବାକୁ ପଡ଼ିବ। ରାଜଧାନୀ,…

ଅଣସଂରକ୍ଷିତ ସ୍ଲିପର କ୍ଲାସ୍‌ ସୁବିଧାରେ…

ଭୁବନେଶ୍ବର: ପୂର୍ବତଟ ରେଳପଥ ଆଉ ୩ଟି ଟ୍ରେନ୍‌ରେ ଅଣସଂରକ୍ଷିତ ସ୍ଲିପର କ୍ଲାସ ସୁବିଧା ମିଳିବ। ସ୍ବଳ୍ପ ଦୂରଗାମୀ ଯାତ୍ରୀମାନେ ଆସନ୍ତା ଫେବୃୟାରୀ ମାସ ଓ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସାଧାରଣ ଦ୍ବିତୀୟ ଶ୍ରେଣୀ ଠାରୁ ମାତ୍ର ଅଳ୍ପ କିଛି ଅଧିକ ଦେୟ ଦେଇ ଅଣସଂରକ୍ଷିତ ସ୍ଲିପର କ୍ଲାସ ଯାତ୍ରା ସୁବିଧା…

ଟ୍ରେନ ଇଞ୍ଜିନ୍‌ରେ ନିଆଁ

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ହଣ୍ଡପା ଷ୍ଟେସନ ନିକଟରେ ରେଳ ଇଞ୍ଜିନରେ ନିଆଁ ଲାଗିଥିବା ଜଣା ପଡ଼ିଛି। ଆଜମେରରୁ ପୁରୀ ଯାଉଥିବା ଟ୍ରେନରେ ନିଆଁ ଲାଗିଛି। ଫଳରେ ପ୍ରାୟ ୨ଟା ବେଳୁ ଟ୍ରେନ ଅଟକି ରହଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନାହିଁ। ବାମୁର ଦମକଳ ବାହିନୀ ପହଁଚିଲା ବେଳକୁ ରେଳ…

ବଗି ଛାଡି ଚାଲିଗଲା ଇଞ୍ଜିନ

କଟକ: ଆଜି ସକାଳ ପ୍ରାୟ ୮ଟା ବେଳେ ପୁରୁଣା କଟକ-ସମ୍ବଲପୁର ରେଳପଥର ଆଠଗଡ଼ ଲେବଲ କ୍ରସିଂ ଅନ୍ତର୍ଗତ ନିଧିପୁର ଷ୍ଟେସନ ପାଖରେ କୋଇଲା ନେଇ ଯାଉଥିବା ଗୋଟାଏ ମାଲ୍‌ଗାଡ଼ିରୁ ୫ଟି ବଗି ଅଲଗା ହୋଇ ରହିଯାଇଥିଲା। ସମ୍ପୃକ୍ତ ରେଳଗାଡ଼ିର ଇଞ୍ଜିନ ମଧ୍ୟ ଯାଇ ଲେବଲକ୍ରସିଂ ଠାରେ ଅଟକିଥିଲା। ଫଳରେ ସେ ରାସ୍ତା ଦେଇ…

ଟ୍ରେନ୍‌ରେ ବାଣ ପରିବହନ ଉପରେ କଟକଣା

ଭୁବନେଶ୍ୱର: ଆଗକୁ ଦୀପାବଳୀ ଥିବାରୁ ଯାତ୍ରୀଙ୍କ ନିରାପତ୍ତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ନିରାପତ୍ତା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଦ୍ୱାରା ଟ୍ରେନ୍‌ କୌଣସି ଯାତ୍ରୀ ସାଙ୍ଗରେ ବାଣ ନେଇ ପାରିବେ ନାହିଁ। ଏଥିସହିତ ଦହନଶୀଳ ପଦାର୍ଥ ପରିବହନ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।…

ରାଜଧାନୀ ଏକ୍ସପ୍ରେସରେ ଦେଖିବାକୁ ମିଳିବ…

ଭୁବନେଶ୍ବର: ଏଣିକି ରାଜଧାନୀ ଏକ୍ସପ୍ରେସରେ ଦେଖିବାକୁ ମଳିବି ଓଡ଼ିଶାର କଳା ଓ ସଂସ୍କୃତି। ରାଜଧାନୀ ଏକ୍ସପ୍ରେସ୍‌ ଭୁବନେଶ୍ବରରୁ ଦିଲ୍ଲୀ ଯାଇଥାଏ। ଏଥିପାଇଁ କିଛିଦିନ ତଳେ ନାଲକୋ ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଆଜି ଏହି ଟ୍ରେନର ଡିଜାଇନକୁ ଉନ୍ମୋଚନ କରାଯାଇଛି।…

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

ଭଦ୍ରକ: ଭଦ୍ରକ-ଧାମରା ରେଳପଥର ପାଳିଆର ଜିଝାରପୁର ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇ ଯାଇଛି। ଟ୍ରେନ୍‌ଟି ଧାମରାରୁ କୋଇଲା ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିଲା। ଏହି ସମୟରେ ଜିଝାରପୁର ନିକଟରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇ ଯାଇଛି। ଟ୍ରାକ୍‌ରୁ ୭ଟି ବଗି ଖସିଯାଇଥିବା ବେଳେ ଦୁଇଟି ବଗି…

ପାସେଞ୍ଜର ଟ୍ରେନ୍‌ ଭାବି ଏକ୍ସପ୍ରେସ୍‌…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମଳିଛି ଏକ ହୃଦୟବିଦାରକ ଘଟଣା। ଟ୍ରେନରୁ ଡେଇଁପଡ଼ିଲେ ୨ଭଉଣୀ। କାରଣ ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ। ପାସେଞ୍ଜର ଟ୍ରେନ୍‌ ଭାବି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢ଼ିଗଲେ ଦୁଇ ଭଉଣୀ। ଆଉ ପରେ ଜାଣିବାକୁ ପାଇଲେ, ସେମାନେ ଚଢ଼ିଥିବା ଟ୍ରେନ୍‌ଟି ପାସେଞ୍ଜର ନୁହେଁ…

ନୟାଗଡ଼ରୁ ମହିପୁର ଯାଏ ଗଡ଼ିଲା ରେଳ…

ନୟାଗଡ଼: ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ କାର୍ଯ୍ୟ। ନୟାଗଡ଼ରୁ ମହିପୁର ପର୍ଯ୍ୟନ୍ତ ୧୨ କିମି ପର୍ଯ୍ୟନ୍ତ ଟ୍ରାଏଲ ଇଞ୍ଜିନ ଗଡ଼ିଛି। ପୂର୍ବରୁ ଖୋର୍ଦ୍ଧାରୁ ନୟାଗଡ଼ ପର୍ଯ୍ୟନ୍ତ ନିୟମିତ ଟ୍ରେନ ଚଳାଚଳ କରିଥିବା ବେଳେ ଆଜି ନୟାଗଡ଼ରୁ ମହିପୁର ଷ୍ଟେସନ ପର୍ଯ୍ୟନ୍ତ ଗଡ଼ିଛି ରେଳ ଇଞ୍ଜିନ।ଏହି…