ବଜେଟ ୨୦୨୦: ପରିବହନ କ୍ଷେତ୍ରକୁ ୧.୭୦…
ନୂଆଦିଲ୍ଲୀ: ଚଳିତ ବଜେଟରେ କେନ୍ଦ୍ର ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବେଶ୍ ଗୁରୁତ୍ବ ଦେଇଛନ୍ତି। ଦେଶର ସଡ଼କ ଓ ପରିବହନ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ବଜେଟରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହା ଅଧୀନରେ ଆଧୁନିକ…