ହଷ୍ଟେଲରେ ୧୦ ଲକ୍ଷ ଜନଜାତି ଛାତ୍ରୀ,…
ଭୁବନେଶ୍ବର: ବିଧାନସଭାରେ ଅନୁସୂଚିତ ଜନଜାତି ଛାତ୍ରୀନିବାସରେ ଅବ୍ୟବସ୍ଥା ଓ ଅସଦାଚରଣ ପ୍ରସଙ୍ଗ। ଏ ପ୍ରସଙ୍ଗକୁ ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ବିଜେପି ଓ କଂଗ୍ରେସ ବିଧାୟକ ଛାତ୍ରୀନିବାସ ସହିତ ଜଡିତ ସବୁ କେଳେଙ୍କାରୀର ପର୍ଦାଫାଶ କରିବା ସହିତ ବିଭାଗୀୟ ଉଦାସୀନତା ନେଇ ଅଭିେଯାଗ କରିଥିଲେ।…