ଗଣତନ୍ତ୍ର ଦିବସରେ ପତାକା ବ୍ୟବହାରକୁ ନେଇ…
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ପତାକା ବ୍ୟବହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି। ଯେଉଁଥିରେ ଲୋକଙ୍କୁ ଅନୁରୋଧ କରାଯାଇଛି କି ଜାନୁଆରି ୨୬ରେ ପ୍ଲାଷ୍ଟିକରେ ନିର୍ମିତ ପତାକା ବ୍ୟବହାର ନକରି କାଗଜ କିମ୍ବା କପଡ଼ାରେ ନିର୍ମିତ ପତାକା ବ୍ୟବହାର କରନ୍ତୁ।…