ଟିଆର୍ପି ଜାଲିଆତି ମାମଲା: ରିପବ୍ଲିକ୍…
ମୁମ୍ବାଇ: ଟିଆରପି ଜାଲିଆତି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ରିପବ୍ଲିକ୍ ଟିଭି କର୍ମଚାରୀଙ୍କ ନାଁରେ ଏତଲା। ଆଜି ମୁମ୍ବାଇ ପୋଲିସ ରପବ୍ଲିକ ମିଡିଆ ନେଟୱର୍କର ଏକ ହଜାର କର୍ମଚାରୀଙ୍କ ବିରୋଧରେ ଏତଲା ରୁଜୁ କରିଛି। ଏହି ଏତଲା ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ନିର୍ଦ୍ଦେଶରେ ରୁଜୁ ହୋଇଥିବା…