ଛାତ୍ରୀଙ୍କ ବେକ କାଟି ଟ୍ୟୁସନ୍ ସାର୍…
ବାଲେଶ୍ବର: ଛାତ୍ରୀ ବେକ କାଟିଦେଲେ ଟ୍ୟୁସନ୍ ସାର୍। ଗୁରୁତର ଅବସ୍ଥାରେ ବାଲେଶ୍ବର ମେଡିକାଲରେ ଛାତ୍ରୀ ଜଣଙ୍କ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ବାଇକ୍ ଛାଡି ଟ୍ୟୁସନ୍ ସାର୍ ଜଣଙ୍କ ଫେରାର ହୋଇଯାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ଦେହୁଡିଦା ଗାଁରେ ।
ମିଳିଥିବା…