ରାଜ୍ୟରେ ସ୍କ୍ରାପ୍ ହେବ ୨୦ ଲକ୍ଷ ଗାଡ଼ି
ଓଏଲ୍ ବ୍ୟୁରୋ: ରାଜ୍ୟରେ ଗଡୁଥିବା ପୁରୁଣା ଗାଡ଼ିକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ରାସ୍ତାରୁ ହଟିବ ୨୦ ଲକ୍ଷରୁ ଅଧିକ ପୁରୁଣା ଗାଡ଼ି। ୧୫ ବର୍ଷରୁ ଅଧିକ ଫିଟନେସ ନଥିବା ଗାଡ଼ି ଗୁଡ଼ିକୁ ସ୍କ୍ରାପ କରାଯିବାର ସୂଚନା ମିଳିଛି। ଏଥିମଧ୍ୟରୁ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ମଟର ସାଇକେଲ ଓ ସ୍କୁଟର…