୩ ବର୍ଷରେ ୧୮୬ କୋଟି ତଣ୍ଡ ଗଣିଛନ୍ତି…
ଓଏଲ୍ ବ୍ୟୁରୋ: ବିଗତ ୩ ବର୍ଷ ମଧ୍ୟରେ ଅମାନିଆ ଗାଡ଼ି ଚାଳକ ଗଣିଛନ୍ତି କୋଟି କୋଟି ଟଙ୍କାର ତଣ୍ଡ। କଟକ-ଭୁବନେଶ୍ବରରେ ଅମାନିଆ ଗାଡ଼ି ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରି ପାଖାପାଖି ୧୮୬ କୋଟିରୁ ଅଧିକ ଟଙ୍କାର ଜରିମାନା ଗଣିଛନ୍ତି। ଏନେଇ ଆଜି ସୂଚନା ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା।…