ବସ୍ଷ୍ଟାଣ୍ଡରେ ଜଳିଗଲା ୨ଟି ବସ୍
ଯାଜପୁର: ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ବ୍ୟାସନଗର ବସଷ୍ଟାଣ୍ଡରେ ସୋମବାର ଭୋର ସମୟରେ ଏକ ଅଘଟଣ ଘଟିଛି। ବସ୍ଷ୍ଟାଣ୍ଡରେ ଅଟକିଥିବା ୨ଟି ବସ୍ ନିଆଁ ଲାଗି ଜଳିଯାଇଛି। ସୁଲୋଚନା ଏବଂ ନିରୂପମା ନାମକ ୨ଟି ଘରୋଇ ବସ୍ ପ୍ରତିଦିନ କଟକରୁ ଯାଜପୁରରୋଡ୍ ଚଳାଚଳ କରିଥାନ୍ତି।
ରବିବାର ବିଳମ୍ବିତ ରାତିରେ…