ଗୋଷ୍ଠୀ ସଂଘର୍ଷ: ୨ ମୃତ
ବାଲାଙ୍ଗିର: ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଦେଖା ଦେଇଛି। ସଂଘର୍ଷରେ ୨ ଜରଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଏମିତି ଏକ ଘଟଣା ଘଟିଛି ଦେଓଗାଁ ଥାନା ଜରାସିଙ୍ଗା ଗାଁରେ। ଏଥିରେ ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି।
ଗୁରୁତର ୪ ଜଣଙ୍କ ମଧ୍ୟରୁ ବୁର୍ଲା ସ୍ଥାନାନ୍ତର ବେଳେ…