ପୁଲିସ-ମାଓ ଗୁଳି ବିନମୟରେ ଦୁଇ ନକ୍ସଲ…
ମାଲକାନଗିରି : ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନମୟରେ ଦୁଇ ନକ୍ସଲ ନିହତ ହୋଇଛନ୍ତି । ପ୍ରକାଶ ଯେ, ମଧ୍ୟପ୍ରଦେଶ ମଣ୍ଡଳା ଜିଲ୍ଲା ମୋତିନାଲା ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ହକ୍ ଫୋର୍ସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି ।
ଶୁକ୍ରବାର ରାତିରେ ଏଭଳି ଘଟିଛି । ଗୁଳିବିନିମୟ ଫଳରେ ଜଣେ ମହିଳା…